Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇଷ୍ଟର ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଇଷ୍ଟର ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ବିଶେଷ ଅବସରରେ ଆମ ସମାଜରେ ସଂପ୍ରୀତି ଭାବନା ଆହୁରି ମଜବୁତ ହେଉ ବୋଲି କାମନା କରିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଇଷ୍ଟରର ଶୁଭକାମନା! ଏହି ବିଶେଷ ଅବସର ଆମ ସମାଜରେ ସଂପ୍ରୀତି ଭାବନାକୁ ଆହୁରି ମଜବୁତ କରୁ । ସମାଜ ସେବା ଓ ବଞ୍ଚିତଙ୍କୁ ସଶକ୍ତ କରିବାରେ ଏହା ଲୋକଙ୍କୁ ପ୍ରେରିତ କରୁ । ଆଜିର ଦିନ ପ୍ରଭୁ ଯୀଶୁଙ୍କ ପବିତ୍ର ବାଣୀକୁ ଆମେ ସ୍ମରଣ କରୁଛୁ ।

 

SR