Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇଣ୍ଡିଆନ ପିସ୍ କିପିଙ୍ଗ ଫୋର୍ସ (ଆଇପିକେଏଫ) ସ୍ମାରକରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କଲମ୍ବୋ ନିକଟ ଶ୍ରୀ ଜୟୱର୍ଦେନାପୁରା ଠାରେ ‘ଇଣ୍ଡିଆନ ପିସ୍ କିପିଙ୍ଗ ଫୋର୍ସ (ଆଇପିକେଏଫ) ସ୍ମାରକ’ ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଶ୍ରୀଲଙ୍କାର ଏକତା ଓ ଆଞ୍ଚଳିକ ଅଖଣ୍ଡତାର ସୁରକ୍ଷା ପାଇଁ ଇଣ୍ଡିଆନ ପିସ୍ କିପିଙ୍ଗ ଫୋର୍ସର ଯେଉଁ ଯବାନମାନେ ପ୍ରାଣବଳି ଦେଇଥିଲେ ସେମାନଙ୍କ ସ୍ମୃତିରେ ଆଇପିକେଏଫ ସ୍ମାରକ ନିର୍ମାଣ କରାଯାଇଛି । 

SR