ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଣ୍ଟେଲର ସିଇଓ ପ୍ୟାଟ ଗେଲସିଙ୍ଗରଙ୍କ ସହ ସାକ୍ଷାତ କରିଛନ୍ତି ଏବଂ ବୈଷୟିକ ଜ୍ଞାନ, ଅନୁସନ୍ଧାନ ଏବଂ ନବସୃଜନ ସମ୍ବନ୍ଧୀୟ ବିଷୟ ଉପରେ ଆଲୋଚନା କରିଛନ୍ତି । ଭାରତ ପ୍ରତି ପ୍ୟାଟ ଗେଲସିଙ୍ଗରଙ୍କ ଆଶାବାଦୀତାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ।
ଇଣ୍ଟେଲ ସିଇଓଙ୍କ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ତୁମକୁ ଭେଟି ଖୁସି ଲାଗିଲା ପ୍ୟାଟ ଗେଲସିଙ୍ଗର! ବୈଷୟିକ ଜ୍ଞାନ, ଅନୁସନ୍ଧାନ ଏବଂ ନବସୃଜନ ସମ୍ବନ୍ଧୀୟ ବିଷୟଗୁଡ଼ିକ ଉପରେ ଆମର ଉତ୍ତମ ଆଲୋଚନା ହୋଇଥିଲା । ମୁଁ ଭାରତ ପ୍ରତି ତୁମର ଆଶାବାଦୀତାକୁ ପ୍ରଶଂସା କରୁଛି ।”
Glad to have met you @PGelsinger! We had excellent discussions on subjects relating to tech, research and innovation. I admire your optimism towards India. https://t.co/Yq2XQUgEn3
— Narendra Modi (@narendramodi) April 6, 2022
HS