Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇଞ୍ଜିନିୟର୍ସ ଦିବସ ଅବସରରେ ସାର୍ ଏମ୍ ବିଶେଶ୍ୱରାୟାଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଞ୍ଜିନିୟର୍ସ ଦିବସରେ ସାର୍ ଏମ୍ ବିଶେଶ୍ୱରାୟଙ୍କ ଅବଦାନକୁ ମନେ ପକାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଇଂଜିନିୟର୍ସ ଦିବସ ଅବସରରେ, ଆମେ ସାର୍ ଏମ୍ ବିଶେଶ୍ୱରାୟାଙ୍କ ଅଭୂତପୂର୍ବ ଅବଦାନକୁ ମନେ ରଖିଛୁ ନିଜକୁ ସ୍ୱତନ୍ତ୍ର କରିବା ପାଇଁ ସେ ଭବିଷ୍ୟତ ପୀଢିର ଇଞ୍ଜିନିୟରମାନଙ୍କୁ ପ୍ରେରଣା ଯୋଗାଉଥିଲେ ମୁଁ ପୂର୍ବ  ମନ କି ବାତ୍କାର୍ଯ୍ୟକ୍ରମଗୁଡିକରେ କେତେକ ପୁସ୍ତକର ଅଂଶ ଉଦ୍ଧୃତ କରିଥିଲି ଯେଉଁଠାରେ ମୁଁ ଏହି ବିଷୟ ଉପରେ କହିଥିଲି

HS