ପ୍ରଧାନ ଶ୍ରୀ ନରେନ୍ଦ୍ର ମୋଦୀ ୨୪ ଜୁନ୍ ୨୦୨୩ ରେ ଇଜିପ୍ଟ ଗସ୍ତ ସମୟରେ ଇଜିପ୍ଟର ଗ୍ରାଣ୍ଡ ମୁଫତି, ମହାମହିମ ଡକ୍ଟର ସାକି ଇବ୍ରାହିମ୍ ଆଲାମଙ୍କୁ ସାକ୍ଷାତ କରିଛନ୍ତି ।
ଗ୍ରାଣ୍ଡ ମୁଫତି ତାଙ୍କର ଭାରତ ଗସ୍ତକୁ ମନେ ପକାଇଥିଲେ ଏବଂ ଭାରତ ଏବଂ ଇଜିପ୍ଟ ମଧ୍ୟରେ ଦୃଢ ଲୋକ ସମ୍ପର୍କ ତଥା ସାଂସ୍କୃତିକ ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ଗ୍ରାଣ୍ଡ ମୁଫତି ମଧ୍ୟ ଅନ୍ତର୍ଭୂକ୍ତି ଏବଂ ବହୁଳବାଦ ବୃଦ୍ଧିରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ ।
ସମାଜରେ ସାମାଜିକ ତଥା ଧାର୍ମିକ ସୌହାର୍ଦ୍ଦ୍ୟ ତଥା ବିଚ୍ଛିନ୍ନତାବାଦ ଏବଂ ଉଗ୍ରବାଦକୁ ପ୍ରତିହତ କରିବା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।
ଇଜିପ୍ଟର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ଅଧୀନରେ ଥିବା ଡାର-ଅଲ-ଇଫଟା ଠାରେ ଭାରତ ଆଇଟିରେ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା କରିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।
HS
Honoured to have met the Grand Mufti of Egypt, His Eminence Prof. Shawky Ibrahim Allam. Had enriching discussions on India-Egypt ties, notably cultural and people-to-people linkages. pic.twitter.com/GMx4FCx2E0
— Narendra Modi (@narendramodi) June 24, 2023
PM @narendramodi met His Eminence Prof. Shawky Ibrahim Allam, Grand Mufti of Egypt.
— PMO India (@PMOIndia) June 24, 2023
Their discussions focussed on further strengthening the cultural and people-to-people relations between India and Egypt. pic.twitter.com/KpWLNHOcv8
تشرفت بلقاء مفتي الديار المصرية فضيلة الدكتور شوقي إبراهيم علام. وأجرينا مناقشات ثرية حول العلاقات بين الهند ومصر،ولا سيما الروابط الثقافية والعلاقات على مستوى شعبي البلدين. pic.twitter.com/uZiudAwbfz
— Narendra Modi (@narendramodi) June 24, 2023