Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇଜିପ୍ଟରେ ଭାରତୀୟ ସମୁଦାୟ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ

ଇଜିପ୍ଟରେ ଭାରତୀୟ ସମୁଦାୟ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଜିପ୍ଟକୁ ସରକାରୀ ଗସ୍ତ ସମୟରେ ୨୪ ଜୁନ୍‌ ୨୦୨୩ରେ ଭାରତୀୟ ସମୁଦାୟର ସଦସ୍ୟମାନଙ୍କ ସହିତ କଥା ହୋଇଛନ୍ତି ।

ଭାରତୀୟ ସମୁଦାୟ ସହିତ କଥା ହେବା ସମୟରେ, ପ୍ରଧାନମନ୍ତ୍ରୀ ଭାରତ-ଇଜିପ୍ଟ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ସେମାନଙ୍କର ଯୋଗଦାନକୁ ପ୍ରଶଂସା କରିଥିଲେ ।

ଛାତ୍ରଛାତ୍ରୀ, ପେସାଦାର, ବ୍ୟବସାୟୀଙ୍କୁ ନେଇ ଭାରତୀୟ ସମୁଦାୟର ୩୦୦ରୁ ଅଧିକ ସଦସ୍ୟ ଏହି ସମାରୋହରେ ଅଂଶଗ୍ରହଣ କରିଥିଲେ ।

 

*********

P.S.