ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆୟୁଷ୍ମାନ ଭାରତ ଯୋଜନାରେ ଭାରତର ସମସ୍ତ ନାଗରିକଙ୍କୁ ୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମାରେ ସାମିଲ ସଂକ୍ରାନ୍ତରେ ନାଗରିକମାନଙ୍କ ମତାମତକୁ ସେୟାର କରିଛନ୍ତି । ଏହି ଯୋଜନାର ଲାଭ ସମଗ୍ର ଭାରତରେ ମିଳିପାରିବ ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ।
ଜଣେ ନାଗରିକଙ୍କ ଟୁଇଟ୍କୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଏହା ସମ୍ପୂର୍ଣ୍ଣ ଅଟେ । ଗୁରୁତ୍ୱପୂର୍ଣ୍ଣ ଯେ ସମଗ୍ର ଭାରତରେ ଏହି ଯୋଜନାର ଲାଭ ସମାନ ଭାବରେ ମିଳିପାରିବ ।”
It absolutely is. Equally important is the fact that one can avail of the benefits of this scheme all over India. https://t.co/xeZYMcd0ju
— Narendra Modi (@narendramodi) October 6, 2022
HS
It absolutely is. Equally important is the fact that one can avail of the benefits of this scheme all over India. https://t.co/xeZYMcd0ju
— Narendra Modi (@narendramodi) October 6, 2022