Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆସୁରା ଅବସରରେ ହଜରତ ଇମାମ ହୁସେନ (ଏଏସ)ଙ୍କ ବଳିଦାନକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସୁରା ଅବସରରେ ହଜରତ ଇମାନ ହୁସେନଙ୍କ ବଳିଦାନକୁ ସ୍ମରଣ କରିବା ସହ ସତ୍ୟ ପ୍ରତି ପ୍ରତିବଦ୍ଧତା ସହ ଅନ୍ୟାୟ ବିରୋଧରେ ଲଢେଇ ପାଇଁ ସେ ମନେ ରହିବେ ବୋଲି କହିଛନ୍ତି । 

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

ଆଜିର ଦିନ ହଜରତ ଇମାମ ହୁସେନ (ଏଏସ)ଙ୍କ ବଳିଦାନକୁ ସ୍ମରଣ କରିବାର ଦିନ । ସତ୍ୟ ପ୍ରତି ପ୍ରତିବଦ୍ଧତା ସହ ଅନ୍ୟାୟ ବିରୋଧରେ ଲଢେଇ ପାଇଁ ସେ ସ୍ମରଣୀୟ ରହିବେ । ସମାନତା ଓ ଭାତୃଭାବକୁ ମଧ୍ୟ ସେ ବେଶ ଗୁରୁତ୍ୱ ପ୍ରଦାନ କରିଥିଲେ ।     

  

SR