ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆସାମର ଗୋଆଲପଡାରେ ଏଚପିସିଏଲର ଏଲପିଜି ବଟଲିଂ କାରଖାନା ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ ହୋଇଥିବାରୁ ପ୍ରଶଂସା କରିଛନ୍ତି । ଏହା ଆସାମ, ତ୍ରିପୁରା ଓ ମେଘାଳୟର ଉପଭୋକ୍ତାମାନଙ୍କୁ ବେଶ ସାହାଯ୍ୟ କରିବ ବୋଲି ସେ କହିଛନ୍ତି ।
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ରାଷ୍ଟ୍ର ମନ୍ତ୍ରୀଙ୍କ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଏହା ଆସାମ, ତ୍ରିପୁରା ଓ ମେଘାଳୟର ଉପଭୋକ୍ତାମାନଙ୍କୁ ବେଶ ସାହାଯ୍ୟ କରିବ ।”
This will greatly help consumers in Assam, Tripura and Meghalaya. https://t.co/mlYsxvlBa9
— Narendra Modi (@narendramodi) April 13, 2023
SR
This will greatly help consumers in Assam, Tripura and Meghalaya. https://t.co/mlYsxvlBa9
— Narendra Modi (@narendramodi) April 13, 2023