Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆସନ୍ତାକାଲି ଅହମ୍ମଦାବାଦର ଏଏମଏଠାରେ ଜେନ ଗାର୍ଡେନ ଏବଂ କାଇଜେନ ଏକାଡେମୀ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି 27 ଜୁନ୍, 2021 ପୂର୍ବାହ୍ନ 11:30 ସମୟରେ ଅହମ୍ମଦାବାଦର ଏଏମଏଠାରେ ଜେନ ଗାର୍ଡେନ ଏବଂ କାଇଜେନ ଏକାଡେମୀ ଉଦଘାଟନ କରିବେ ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଆସନ୍ତାକାଲି, 27 ଜୁନରେ ଅହମ୍ମଦାବାଦର ଏଏମଏଠାରେ ଜେନ ଗାର୍ଡେନ ଏବଂ କାଇଜେନ ଏକାଡେମୀ ଉଦଘାଟିତ ହେବ । ଏହା ଭାରତ ଏବଂ ଜାପାନ ମଧ୍ୟରେ ବୃଦ୍ଧି ପାଉଥିବା ଘନିଷ୍ଠତା ଆଉ ଏକ ଉଦାହରଣ” ।

 

**********

TRP/