ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନିବେଶସ୍ଥଳୀ ଭାବେ ଭାରତକୁ ନେଇ ଉଦ୍ୟୋଗୀ ବେଶ୍ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି ।
ଲେଖକ ତଥା ଉଦ୍ୟୋଗୀ ବାଲାଜୀ ଏସ୍ ଏକ୍ସ ପୋଷ୍ଟରେ ଭାରତକୁ ଏକ ପ୍ରାଚୀନ ସଭ୍ୟତା ବୋଲି କହିବା ସହ ଏକ ଷ୍ଟାର୍ଟଅପ୍ ଦେଶ ଭାବେ ଅଭିହିତ କରିଛନ୍ତି ଏବଂ ଭାରତର ସାମର୍ଥ୍ୟ ବାବଦରେ କହିଛନ୍ତି ।
ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଆପଣଙ୍କ ଆଶାବାଦିତାକୁ ମୁଁ ଭଲ ପାଏ ଏବଂ ଏହା ମଧ୍ୟ କହିବି ଯେ, ଯେବେ ନବସୃଜନର କଥା ଆସେ ଭାରତର ଲୋକ ଟ୍ରେଣ୍ଡ୍ସେଟର ସହ ଅଗ୍ରଣୀ ଥା’ନ୍ତି । ଆମ ଦେଶରେ ନିବେଶ ପାଇଁ ଦୁନିଆକୁ ଆମେ ସ୍ୱାଗତ କରୁଛୁ । ଭାରତ କେବେ ନିରାଶ କରିବ ନାହିଁ ।’
I love your optimism and will add- the people of India are trendsetters and trailblazers when it comes to innovation.
We welcome the world to invest in our nation. India won’t disappoint. https://t.co/1OYtST7YX4
— Narendra Modi (@narendramodi) November 26, 2023
SR