ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :
“ଆମେରିକାର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ଜିମି କାର୍ଟରଙ୍କ ବିୟୋଗରେ ଗଭୀର ଦୁଃଖିତ । ସେ ଜଣେ ମହାନ ଦୂରଦର୍ଶୀ ରାଜନେତା ଥିଲେ, ଯିଏ ବିଶ୍ୱ ଶାନ୍ତି ଏବଂ ସଦ୍ଭାବ ପାଇଁ ନିରନ୍ତର ଉଦ୍ୟମ କରିଥିଲେ । ଭାରତ-ଆମେରିକା ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ଦିଗରେ ତାଙ୍କର ଅବଦାନ ଏକ ସ୍ଥାୟୀ ଉତ୍ତରାଧିକାରୀ ଛାଡିଛି । ତାଙ୍କର ପରିବାର, ବନ୍ଧୁ ଏବଂ ଆମେରିକାର ଲୋକଙ୍କ ପ୍ରତି ମୁଁ ହୃଦୟରୁ ସମବେଦନା ଜଣାଉଛି।”
SR
Deeply saddened by the passing of former USA President Mr. Jimmy Carter. A statesman of great vision, he worked tirelessly for global peace and harmony. His contributions to fostering strong India-U.S. ties leave a lasting legacy. My heartfelt condolences to his family, friends…
— Narendra Modi (@narendramodi) December 30, 2024