ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତରେ ଆଭ୍ୟନ୍ତରୀଣ ଜଳପଥଗୁଡ଼ିକର ଦୃଶ୍ୟପଟ ପରିବତ୍ତ;ନ କରିବାର ଗୁରୁତ୍ୱକୁ ନିଶ୍ଚିତ କରିଛନ୍ତି ।
ଆଭ୍ୟନ୍ତରୀଣ ଜଳପଥ ପରିବହନ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଦ୍ୱାରା ଲିଖିତ ଏକ ଆର୍ଟିକଲ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଭ୍ୟନ୍ତରୀଣ ଜଳପଥଗୁଡ଼ିକ ପରିବେଶ ଅନୁକୂଳ ତଥା କମ୍ ବ୍ୟୟବିଶିଷ୍ଟ ପରିବହନର ମାଧ୍ୟମ ଭାବେ ଉଭା ହୋଇଛି ।
ଏକ୍ସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୋଷ୍ଟ କରାଯାଇଛି:
‘କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ବର୍ଣ୍ଣନା କରିଛନ୍ତି ଯେ, ୨୦୧୪ ପରେ କିପରି ଆଭ୍ୟନ୍ତରୀଣ ଜଳପଥ ଏକ ଗେମ୍-ଚେଞ୍ଜର ପ୍ରମାଣିତ ହେଉଛି ଏବଂ ପରିବେଶ ଅନୁକୂଳ ତଥା କମ୍ ବ୍ୟୟବିଶିଷ୍ଟ ପରିବହନର ମାଧ୍ୟମ ଭାବେ ଉଭା ହୋଇଛି ।’
Union Minister, Shri @sarbanandsonwal, narrates how post 2014, inland waterways transport is proving to be a game-changer as well as emerging as an environment friendly and cost-effective mode of transportation. https://t.co/oDzOgp6y52 pic.twitter.com/lkYd6pR5Ko
— PMO India (@PMOIndia) October 16, 2023
SR