ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି, ଆଜି ଯେଉଁ ସବୁ ପ୍ରକଳ୍ପ ଗୁଡ଼ିକୁ ଉଦଘାଟନ କରାଯାଉଛି, ସେଗୁଡ଼ିକ ଦିଲ୍ଲୀର ଜନସାଧାରଣଙ୍କୁ ସଶକ୍ତ କରିବା ଦିଗରେ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ଦିଲ୍ଲୀର ଜନସାଧାରଣଙ୍କୁ ଅଧିକ ସୁବିଧା ଏବଂ ଗୁଣମାନର ଜୀବନଶୈଳୀ ପ୍ରଦାନ କରିବା ଆମର ଅତୁଟ ପ୍ରତିବଦ୍ଧତା । ଏହା ଆଜି ଉଦଘାଟନ ହେଉଥିବା ପ୍ରକଳ୍ପ ଗୁଡ଼ିକରୁ ଏହା ପରିଲକ୍ଷିତ ହେଉଛି ।”
SR
Empowering the people of Delhi with better opportunities and quality of life remains our unwavering commitment, reflecting in the projects being inaugurated today! pic.twitter.com/xr64rrDm9m
— Narendra Modi (@narendramodi) January 3, 2025