ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ସମ୍ମାନାର୍ଥେ ଏକ ଆଲେଖ୍ୟ ଶେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :
“ଆଜି ଅଟଳ ଜୀଙ୍କର ୧୦୦ତମ ଜୟନ୍ତୀରେ ଆମ ଦେଶ ତାଙ୍କର ମହତ୍ୱପୂର୍ଣ୍ଣ ଅବଦାନ ଏବଂ କିପରି ତାଙ୍କର ଉଦ୍ୟମ ଅନେକ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିଛି ସେ ଉପରେ ନିଜର କିଛି ଚିନ୍ତାଧାରା ଲେଖିଛି ।”
“ଆଦରଣୀୟ ଅଟଳ ବିହାରୀ ବାଜପେୟୀ ସାମ୍ବିଧାନିକ ମୂଲ୍ୟବୋଧର ସଂରକ୍ଷଣ କରିବା ସହ ଯେପରି ଭାବରେ ଦେଶକୁ ଏକ ନୂତନ ଦିଗ ଓ ଗତି ପ୍ରଦାନ କରିଥିଲେ, ତାହାର ପ୍ରଭାବ ସର୍ବଦା ସ୍ଥାୟୀ ରହିବ । ମୋର ସୌଭାଗ୍ୟ ଯେ, ମୁଁ ତାଙ୍କର ସାନିଧ୍ୟ ଏବଂ ଆଶୀର୍ବାଦ ପାଇଛି । ତାଙ୍କର ଜନ୍ମ ଶତାବ୍ଦୀ ଅବସରରେ ମୋର ଏହି ଲେଖା ପଢ଼ନ୍ତୁ …
SR
Today, on Atal Ji’s 100th birth anniversary, penned a few thoughts on his monumental contribution to our nation and how his efforts transformed many lives.https://t.co/mFwp6s0uNX
— Narendra Modi (@narendramodi) December 25, 2024
आदरणीय अटल बिहारी वाजपेयी जी ने संवैधानिक मूल्यों के संरक्षण के साथ जिस प्रकार देश को एक नई दिशा और गति दी, उसका प्रभाव हमेशा अटल रहेगा। यह मेरा सौभाग्य रहा है कि मुझे उनका भरपूर सान्निध्य और आशीर्वाद मिला। पढ़िए, उनकी जन्म-शताब्दी पर मेरा यह आलेख….https://t.co/Uvuf9hKfxs
— Narendra Modi (@narendramodi) December 25, 2024