Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଜିର ପଦ୍ମ ସମ୍ମାନ ସମାରୋହର କିଛି ଅବିସ୍ମରଣୀୟ ମୂହର୍ତ୍ତକୁ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି

ଆଜିର ପଦ୍ମ ସମ୍ମାନ ସମାରୋହର କିଛି ଅବିସ୍ମରଣୀୟ ମୂହର୍ତ୍ତକୁ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜିର ପଦ୍ମ ସମ୍ମାନ ସମାରୋହର କିଛି ଅବିସ୍ମରଣୀୟ ମୂହୂର୍ତ୍ତକୁ ସେୟାର କରିଛନ୍ତି ଯେଉଁଥିରେ ବିଭିନ୍ନ ବର୍ଗର ଲୋକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆଜିର ସମାରୋହର ସ୍ମରଣୀୟ ମୂହୂର୍ତ୍ତ, ଯେଉଁଥିରେ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ସମ୍ମାନ ପ୍ରଦାନ କରାଯାଇଥିଲା ।”

HS