Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଉ ୭୫ ଦିନରୁ କମ ସମୟ ଥିବାରୁ, ଆନ୍ତର୍ଜାତିକ ଯୋଗ ଦିବସ ୨୦୨୩କୁ ବେଶ ଉତ୍ସାହର ସହ ପାଳନ କରିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆନ୍ତର୍ଜାତିକ ଯୋଗ ଦିବସ ୨୦୨୩ ବେଶ ଉତ୍ସାହର ସହ ପାଳନ ପାଇଁ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି ।

କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଆନ୍ତର୍ଜାତିକ ଯୋଗ ଦିବସ ୨୦୨୩ ଆଉ ୭୫ ଦିନରୁ କମ ସମୟ ଥିବାରୁ ଏହାକୁ ବେଶ ଉତ୍ସାହର ସହ ପାଳନ କରିବା ସହ ନିୟମିତ ଯୋଗାଭ୍ୟାସ ପାଇଁ ଆହ୍ୱାନ ଜଣାଉଛି ।  

 

SR