ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଇସିସି ୧୯ ବର୍ଷରୁ କମ୍ ଟି୨୦ ବିଶ୍ୱକପ ବିଜେତା ଭାରତୀୟ ମହିଳା କ୍ରିକେଟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।
ବିସିସିଆଇ ୱିମେନର ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଆଇସିସି ୧୯ ବର୍ଷରୁ କମ୍ ଟି୨୦ ବିଶ୍ୱକପରେ ସ୍ୱତନ୍ତ୍ର ବିଜୟ ପାଇଁ ଭାରତୀୟ ଦଳକୁ ଅଭିନନ୍ଦନ । ସେମାନେ ଚିତ୍ତାକର୍ଷକ କ୍ରିକେଟ ଖେଳିଲେ ଓ ସେମାନଙ୍କ ସଫଳତା ଉଦୀୟମାନ କ୍ରିକେଟରମାନଙ୍କୁ ପ୍ରେରିତ କରିବ । ଆଗାମୀ ପ୍ରୟାସ ପାଇଁ ଦଳକୁ ଶୁଭକାମନା ।”
SR
Congratulations to the Indian Team for a special win at the @ICC #U19T20WorldCup. They have played excellent cricket and their success will inspire several upcoming cricketers. Best wishes to the team for their future endeavours. https://t.co/BBn5M9abHp
— Narendra Modi (@narendramodi) January 29, 2023