ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆ ଆଇଟିପିଓ ଅନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ରରେ ପୂଜାର୍ଚ୍ଚନା କରିବା ସହ ଏହି ସେଣ୍ଟର ନିର୍ମାଣରେ ଜଡ଼ିତ ଶ୍ରମିକଙ୍କୁ ସମ୍ମାନିତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ଦିଲ୍ଲୀ ଏକ ଅତ୍ୟାଧୁନିକ ଏବଂ ଭବିଷ୍ୟବାଦୀ ଅନ୍ତର୍ଜାତୀୟ ଏକଜିବିସନ୍-କମ୍-କନଭେନସନ୍ ସେଣ୍ଟର ପାଇଛି, ଯାହା ଭାରତରେ ସମ୍ମିଳନୀ ପର୍ଯ୍ୟଟନକୁ ବୃଦ୍ଧି କରିବ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକଙ୍କୁ ଆଣିବ । କେନ୍ଦ୍ରର ଆର୍ଥିକ ତଥା ପର୍ଯ୍ୟଟନ ସମ୍ବନ୍ଧୀୟ ଲାଭ ମଧ୍ୟ ବହୁଗୁଣିତ ହେବ ।’
Delhi gets a modern and futuristic International Exhibition-cum-Convention Centre, which will boost conference tourism in India, thus bringing people from all over the world. The economic and tourism related benefits of the centre will also be multifold. pic.twitter.com/57cdCnu63T
— Narendra Modi (@narendramodi) July 26, 2023
SR

Honouring the Shramiks who have toiled to build the impressive International Exhibition-cum-Convention Centre in Delhi. pic.twitter.com/C7zmdG4csf
— Narendra Modi (@narendramodi) July 26, 2023