ଆଇଏଫଏସ ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବୈଦେଶିକ ସେବା ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ଵିଟରେ କହିଛନ୍ତି, “ଆଇଏଫଏସ ଦିବସରେ ସମସ୍ତ ଭାରତୀୟ ବୈଦେଶିକ ସେବା ଅଧିକାରୀଙ୍କୁ ଶୁଭେଚ୍ଛା । ରାଷ୍ଟ୍ରୀୟ ସେବା, ବିଶ୍ୱବ୍ୟାପୀ ଜାତୀୟ ସ୍ୱାର୍ଥକୁ ଆଗକୁ ବଢାଇବା ଦିଗରେ ସେମାନଙ୍କର କାର୍ଯ୍ୟ ପ୍ରଶଂସନୀୟ । ବନ୍ଦେ ଭାରତ ମିଶନ ଏବଂ ଆମ ନାଗରିକ ତଥା ଅନ୍ୟାନ୍ୟ ଦେଶମାନଙ୍କୁ କୋଭିଡ ସମ୍ବନ୍ଧୀୟ ସହାୟତା ପ୍ରଦାନ କରିବାରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ରହିଛି ।
**********
On IFS day, greetings to all #IndianForeignService officers. Their work towards #ServingTheNation, furthering national interests globally are commendable. Their efforts during Vande Bharat Mission and other COVID related help to our citizens and other nations is noteworthy.
— Narendra Modi (@narendramodi) October 9, 2020