Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଇଏନଏ ଭେଟେରାନ ଲଲିତ ରାମ ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ଆଇଏନଏ ଭେଟେରାନ ଶ୍ରୀ ଲଲିତ ରାମ ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି:

“ଆଇଏନଏ ଭେଟେରାନ ଲଲିତ ରାମ ଜୀଙ୍କ ବିୟୋଗରେ ମର୍ମାହତ । ଭାରତର ସ୍ଵାଧୀନତା ସଂଗ୍ରାମରେ ତାଙ୍କର ସାହସ ଓ ବଳିଦାନକୁ କେବେ ବି ଭୁଲି ହେବନାହିଁ । ତାଙ୍କ ସହିତ ହୋଇଥିବା ଆଲୋଚନାକୁ ମୁଁ ମନେ ପକାଉଛି । ତାଙ୍କ ଭଳି ମହାନ ବ୍ୟକ୍ତିମାନେ ଭାରତ ଇତିହାସରେ ଏକ ଅଲିଭା ଚିହ୍ନ ଛାଡି ଯାଇଛନ୍ତି”

 

**********

TRP/