Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଇଏନଏର ପୂର୍ବତନ ଅଧିକାରୀ ଅଞ୍ଜଲାଇ ପୋନୁସ୍ୱାମୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଇଏନଏର ପୂର୍ବତନ ଅଧିକାରୀ ମାଲେସିଆର ଅଞ୍ଜଲାଇ ପୋନୁସ୍ୱାମୀଙ୍କ ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । 

 

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

 

“ଆଇଏନଏର ପୂର୍ବତନ ଅଧିକାରୀ ମାଲେସିଆର ଅଞ୍ଜଲାଇ ପୋନୁସ୍ୱାମୀ ଜୀଙ୍କ ମୃତ୍ୟୁରେ ବେଶ ମର୍ମାହତ । ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କ ସାହସ ଓ ପ୍ରେରଣାଦାୟୀ ଭୂମିକାକୁ ଆମେ ସଦାବେଳେ ମନେ ରଖିବୁ । ତାଙ୍କ ପରିବାର ଓ ପ୍ରିୟଜନଙ୍କୁ ସମବେଦନା ଜଣାଉଛି ।” 

 

SR