ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦ ଆନ୍ତର୍ଜାତିକ ପୁଷ୍ପ ପ୍ରଦର୍ଶନୀର ଝଲକ ସେୟାର କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି ପ୍ରଦର୍ଶନୀ ଧୀରେ ଧୀରେ ପ୍ରସିଦ୍ଧି ପାଇଥିଲା, ତେଣୁ ଏହା ସହ ମୋର ଭାବଗତ ସମ୍ପର୍କ ରହିଛି । ଏଭଳି ପ୍ରଦର୍ଶନୀ ପ୍ରକୃତିର ସୌନ୍ଦର୍ଯ୍ୟର ଛାପ ବହନ କରିଥାଏ ଏବଂ ଏହା ପର୍ଯ୍ୟାବରଣର ସ୍ଥିରତା ବାବଦରେ ସଚେତନତା କରିଥାଏ ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;
“ଏଠାରେ ଅହମ୍ମଦାବାଦ ପୁଷ୍ପ ପ୍ରଦର୍ଶନୀର କିଛି ଝଲକ ସେୟାର କରୁଛି । ମୁଁ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି ପ୍ରଦର୍ଶନୀ ଧୀରେ ଧୀରେ ପ୍ରସିଦ୍ଧି ପାଇଥିଲା, ତେଣୁ ଏହା ସହ ମୋର ଦୃଢ଼ ଭାବଗତ ସମ୍ପର୍କ ରହିଛି । ଏଭଳି ପ୍ରଦର୍ଶନୀ ପ୍ରକୃତିର ସୌନ୍ଦର୍ଯ୍ୟର ଛାପ ବହନ କରିଥାଏ ଏବଂ ଏହା ପର୍ଯ୍ୟାବରଣର ସ୍ଥିରତା ବାବଦରେ ସଚେତନତା କରିଥାଏ । ସ୍ଥାନୀୟ ଚାଷୀ, ମାଳି ଏବଂ ଉତ୍ସାହୀମାନଙ୍କୁ ସେମାନଙ୍କ ସୃଜନଶୀଳତା ପ୍ରଦର୍ଶନ କରିବାକୁ ଏହା ମଞ୍ଚ ପ୍ରଦାନ କରିଥାଏ ।”
“ଅହମ୍ମଦାବାଦ ପୁଷ୍ପ ପ୍ରଦର୍ଶନୀର କିଛି ଅଧିକ ଝଲକ ଏଠାରେ…”
SR
Here are some glimpses from the Ahmedabad International Flower Show. I have a strong attachment with this show, as I saw it grow during my tenure as CM.
— Narendra Modi (@narendramodi) January 4, 2025
Such shows celebrate nature’s beauty and inspire awareness about sustainability. They give a platform for local farmers,… pic.twitter.com/TUfvA9PxhQ
Some more glimpses from the Ahmedabad International Flower Show... pic.twitter.com/yzwhb7L907
— Narendra Modi (@narendramodi) January 4, 2025