Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅସହଯୋଗ ଠାରୁ ସୁଯୋଗ ପର୍ଯ୍ୟନ୍ତ : ଏକ ବିକାଶିତ ଭାରତ ଆଡକୁ ଅଗ୍ରସର ହେବା


ଅନ୍ତ୍ୟୋଦୟ ନୀତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ଗରିବଙ୍କ ସେବା ଏବଂ ସମାଜର ବଞ୍ଚିତ ବର୍ଗର ଲୋକଙ୍କୁ ସଶକ୍ତ କରିବାର ପ୍ରବଳ ସମର୍ଥକ ରହି ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାମାଜିକ ଏକୀକରଣ ଏବଂ ବିକାଶର ପ୍ରଗତିଶୀଳ ଦୃଷ୍ଟିକୋଣ ହେଉଛି ଗତ ନଅ ବର୍ଷ ମଧ୍ୟରେ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ନୀତି ଏବଂ କାର୍ଯ୍ୟକ୍ରମଗୁଡିକର ଏକ ପ୍ରମୁଖ ମାଧ୍ୟମ

ପ୍ରଧାନମନ୍ତ୍ରୀଙ୍କ ୱେବସାଇଟରେ ପ୍ରବନ୍ଧର ଲିଙ୍କକୁ ପିଏମଓ ଟୁଇଟ୍କରିଛି

ବଞ୍ଚିତ ବର୍ଗକୁ ସମାନ ସୁଯୋଗ ପ୍ରଦାନ କରି ଏକ ସାମାଜିକ ଅନ୍ତର୍ଭୂକ୍ତି ରାଷ୍ଟ୍ର ଗଠନ କରିବା

HS