ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ସଂସଦରେ ଦେଇଥିବା ଅଭିଭାଷଣକୁ ପ୍ରଶଂସା କରି କହିଛନ୍ତି ଯେ, ଏହା ଭାରତୀୟ ଅର୍ଥନୀତି ଏବଂ ସରକାରଙ୍କ ଦ୍ୱାରା କରାଯାଉଥିବା ସଂସ୍କାରମୂଳକ କାର୍ଯ୍ୟର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରୁଛି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :
“ସଂସଦରେ ନିଜର ଅଭିଭାଷଣ ସମୟରେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତୀୟ ଅର୍ଥନୀତି ଏବଂ ଆମେ କରୁଥିବା ବିଭିନ୍ନ ସଂସ୍କାରମୂଳକ ର୍କାଯ୍ୟ ସମ୍ପର୍କରେ ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛନ୍ତି।
ତାଙ୍କ ଅଭିଭାଷଣର ଲିଙ୍କ୍ ଏଠାରେ ଦିଆଯାଇଛି …”
https://www.youtube.com/watch?v=hf-qw-g2OwY
https://www.youtube.com/watch?v=9PIJR-GEMRM
SR
During her remarks in Parliament, Finance Minister @nsitharaman Ji has given a very clear picture of the Indian economy and the reform trajectory we are undertaking.
— Narendra Modi (@narendramodi) February 15, 2025
Here are the links to her speeches…https://t.co/whEfSI21IThttps://t.co/FovSFXtT1zhttps://t.co/oKWCO0KSij