ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଅରୁଣାଚଳ ପ୍ରଦେଶର ଗ୍ୟାଙ୍ଗଖାର ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପେମା ଖାଣ୍ଡୁଙ୍କ ଦ୍ୱାରା ଶାର ନାୟମା ତଶୋ ସୁମ ନାମୟିଗ ଲାହ୍କାଙ୍ଗ (ଗୋନ୍ପା) ଉଦଘାଟନ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ପେମା ଖାଣ୍ଡୁଙ୍କ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଭାରତର କୋଣ ଅନୁକୋଣରୁ ଲୋକେ ଏହି ପବିତ୍ର ସ୍ଥଳକୁ ଆସି ବୌଦ୍ଧ ଧର୍ମ ପ୍ରତି ରାଷ୍ଟ୍ରର ଗଭୀର ଆସ୍ଥାକୁ ଆହୁରି ମଜବୁତ କରନ୍ତୁ ବୋଲି କାମନା କରୁଛି ।”
May this sacred place draw people from all parts of India and deepen our nation’s deep rooted connect with Buddhism. https://t.co/ColS3DW6vg
— Narendra Modi (@narendramodi) April 17, 2023
SR
May this sacred place draw people from all parts of India and deepen our nation’s deep rooted connect with Buddhism. https://t.co/ColS3DW6vg
— Narendra Modi (@narendramodi) April 17, 2023