ଅଯୋଧ୍ୟାରେ ଭଗବାନ ଶ୍ରୀ ରାମଙ୍କୁ ସ୍ୱାଗତ କରିବା ଲାଗି ସଭିଏଁ ବିଭିନ୍ନ ଉପାୟରେ ନିଜର ଭାବନା ପ୍ରକାଶ କରୁଛନ୍ତି । ସମଗ୍ର ଦେଶ ଉତ୍ସାହିତ ଏବଂ ଶ୍ରଦ୍ଧାଳୁମାନେ ଏହି ଶୁଭଦିନ ଉପଲକ୍ଷେ ରାମଲାଲାଙ୍କ ଭକ୍ତିରେ ବୁଡ଼ି ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
ଭଗବାନ ଶ୍ରୀ ରାମଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହଁସରାଜ ରଘୁବଂଶୀଙ୍କ ଭଜନ ମଧ୍ୟ ଶ୍ରୀ ମୋଦୀ ସେୟାର କରିଛନ୍ତି ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ଅଯୋଧ୍ୟାରେ ଭଗବାନ ଶ୍ରୀ ରାମଙ୍କ ସ୍ୱାଗତକୁ ନେଇ ସମଗ୍ର ଦେଶ ଖୁସି । ରାମ ଲାଲାଙ୍କ ଭକ୍ତିରେ ବୁଡ଼ି ରହିଥିବା ଶ୍ରଦ୍ଧାଳୁମାନେ ଏହି ଶୁଭଦିନ ଉପଲକ୍ଷେ ବିଭିନ୍ନ ଉପାୟରେ ନିଜ ଭାବନା ପ୍ରକାଶ କରୁଛନ୍ତି । ଭଗବାନ ଶ୍ରୀ ରାମଙ୍କୁ ସମର୍ପିତ ହଁସରାଜ ରଘୁବଂଶୀଙ୍କ ଏହି ଭଜନ ଶୁଣନ୍ତୁ..’
अयोध्या में प्रभु श्री राम के स्वागत को लेकर पूरा देश राममय है। राम लला की भक्ति में डूबे भक्तजन इस शुभ दिन के लिए तरह-तरह से अपनी भावनाएं प्रकट कर रहे हैं। भगवान श्री राम को समर्पित हंसराज रघुवंशी जी का ये भजन सुनिए… #ShriRamBhajan https://t.co/kDSO8SNzxW
— Narendra Modi (@narendramodi) January 4, 2024
SR