Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅମରନାଥ ଯାତ୍ରା ଆମ ଐତିହ୍ୟର ଏକ ଦିବ୍ୟ ଏବଂ ଭବ୍ୟ ରୂପ: ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅମରନାଥ ଯାତ୍ରା ଅବସରରେ ଶ୍ରଦ୍ଧାଳୁଙ୍କୁ ଶୁଭକାମନା ଜଣାଇଛନ୍ତି ଅମରନାଥ ଯାତ୍ରା ଆମ ଐତିହ୍ୟର ଦିବ୍ୟ ଏବଂ ଭବ୍ୟ ରୂପ ବୋଲି ସେ କହିଛନ୍ତି

ପ୍ରଧାନମନ୍ତ୍ରୀ ଏକ ଟୁଇଟରେ କହିଛନ୍ତି:

ଶ୍ରୀ ଅମରନାଥଜୀଙ୍କ ଯାତ୍ରା ଆମ ଐତିହ୍ୟର ଦିବ୍ୟ  ଏବଂ ଭବ୍ୟ ରୂପ ବାବା ବର୍ଫାନିଙ୍କ ଆଶୀର୍ବାଦରେ ସମସ୍ତ ଭକ୍ତଙ୍କ ଜୀବନରେ ନୂଆ ଉତ୍ସାହ ଏବଂ ଶକ୍ତି ସଞ୍ଚାର ହେବା ସହ ଅମୃତକାଳରେ ଆମ ଦେଶ ସଂକଳ୍ପରୁ ସଫଳତା ପର୍ଯ୍ୟନ୍ତ ଦ୍ରୁତଗତିରେ ଆଗକୁ ବଢ଼ୁ ବୋଲି ମୋର କାମନା ଜୟ ବାବା ବର୍ଫାନି!’

SR