Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅତ୍ୟାଧୁନିକ ପ୍ରଯୁକ୍ତି ଆପଣାଇବାରେ ଭାରତୀୟମାନେ ନିର୍ବିବାଦୀୟ ଚାମ୍ପିଅନ: ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଭାରତୀୟ ନାଗରିକଙ୍କ ଅଭିନବ ଉତ୍ସାହ ଓ ଆପଣାଇବାର କ୍ଷମତାକୁ ପ୍ରଶଂସା କରିବା ସହ ଭବିଷ୍ୟତରେ ଏହି ଗତି ବଜାୟ ରଖିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।

ଡିଜିଟାଲ ଦେଣନେଣ କ୍ଷେତ୍ରରେ ଦେଶର ପ୍ରଗତି ସମ୍ପର୍କରେ ଜଣେ ନାଗରିକଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଅତ୍ୟାଧୁନିକ ପ୍ରଯୁକ୍ତି ଆପଣାଇବାରେ ଭାରତୀୟମାନେ ନିର୍ବିବାଦୀୟ ଭାବେ ଚାମ୍ପିଅନ । ସେମାନେ ଅଭିନବ ଉତ୍ସାହ ଓ ଆପଣାଇବାର କ୍ଷମତା ପ୍ରଦର୍ଶିତ କରିଛନ୍ତି । ଏହି ପରିବର୍ତ୍ତନ ସାରା ଭାରତରେ ଦୃଷ୍ଟିଗୋଚର ହେଉଛି ଓ ଆଗାମୀ ଦିନରେ ଆମେ ଏହି ଗତିକୁ ବଜାୟ ରଖିବୁ ।” 

SR