Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କାକତୀୟ ରାମାପ୍ପା ମନ୍ଦିର ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳ ଘୋଷିତ ହେବାରେ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାକତୀୟ ରାମାପ୍ପା ମନ୍ଦିର ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳ ଘୋଷିତ ହେବା ଯୋଗୁଁ ଖୁସି ବ୍ୟକ୍ତ କରିଛନ୍ତି । ଏହି ଭବ୍ୟ ମନ୍ଦିର ଭ୍ରମଣ କରି ଏହାର ବିଶାଳତାର ପ୍ରତ୍ୟକ୍ଷ ଅନୁଭବ ହାସଲ ପାଇଁ ସେ ଲୋକଙ୍କୁ ନିବେଦନ କରିଛନ୍ତି ।

ୟୁନେସ୍କୋ ଟ୍ୱିଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଖୁବ ବଢିଆ! ସମସ୍ତଙ୍କୁ ବିଶେଷ କରି ତେଲେଙ୍ଗାନାବାସୀଙ୍କୁ ଶୁଭେଚ୍ଛା ଜଣାଉଛି । ପ୍ରସିଦ୍ଧ ରାମାପ୍ପା ମନ୍ଦିରରେ ମହାନ କାକତୀୟ ବଂଶର ଉତ୍କୃଷ୍ଟ କଳାକୌଶଳ ପ୍ରଦର୍ଶିତ ହୋଇଛି । ଏହି ଭବ୍ୟ ମନ୍ଦିର ଭ୍ରମଣ କରି ଏହାର ବିଶାଳତାର ପ୍ରତ୍ୟକ୍ଷ ଅନୁଭବ ହାସଲ ପାଇଁ ମୁଁ ଆପଣମାନଙ୍କୁ ନିବେଦନ କରୁଛି ।” 

 

SR