ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ଆଇନଜୀବି ଶ୍ରୀ କେଟିଏସ ତୁଲସୀ ଜୀଙ୍କ ମା ସ୍ୱର୍ଗତ ଶ୍ରୀମତୀ ବଲଜିତ କୌର ତୁଲସୀ ଜୀଙ୍କ ଦ୍ୱାରା ଲିଖିତ ‘ଦ ରାମାୟଣ ଅଫ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀ’ ପୁସ୍ତକର ପ୍ରଥମ ପ୍ରତିଲିପି ଗ୍ରହଣ କରିଛନ୍ତି ।
ଏକ ଟ୍ୱିଟ କ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି ବିଶିଷ୍ଟ ଆଇନଜୀବି ଶ୍ରୀ କେଟିଏସ ତୁଲସୀ ଜୀଙ୍କ ମା ସ୍ୱର୍ଗତ ଶ୍ରୀମତୀ ବଲଜିତ କୌର ତୁଲସୀ ଜୀଙ୍କ ଦ୍ୱାରା ଲିଖିତ ‘ଦ ରାମାୟଣ ଅଫ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀ’ ପୁସ୍ତକର ପ୍ରଥମ ପ୍ରତିଲିପି ଗ୍ରହଣ କଲି । ପୁସ୍ତକଟି ଆଇଜିଏନସିଏ ଦ୍ୱାରା ପ୍ରକାଶିତ ହୋଇଛି ।
ଆମର ବାର୍ତ୍ତାଳାପ ବେଳେ ଜ୍ଞାନୀ ଶ୍ରୀ କେଟିଏସ ତୁଳସୀ ଜୀ ଶିଖ ସମ୍ପ୍ରଦାୟର ମହାନ ସିଦ୍ଧାନ୍ତଗୁଡିକ ସମ୍ପର୍କରେ କହିବା ସହ ଗୁରୁବାଣୀ ଶବଦ ଆବୃତ୍ତି କରିଥିଲେ । ତାଙ୍କ ଭାବଭଙ୍ଗୀ ମୋ ମନକୁ ଛୁଇଁଥିଲା । ଏଠାରେ ଏହାର ଅଡିଓ ଦିଆଗଲା । https://t.co/0R9z836sLi
Received the first copy of the book, ‘The Ramayana of Shri Guru Gobind Singh Ji’ penned by Late Mrs. Baljit Kaur Tulsi Ji, who is the mother of noted lawyer Shri KTS Tulsi Ji. The book has been published by IGNCA. pic.twitter.com/ZKdWJjcble
— Narendra Modi (@narendramodi) July 9, 2021
ਉੱਘੇ ਵਕੀਲ ਸ਼੍ਰੀ ਕੇਟੀਐੱਸ ਤੁਲਸੀ ਜੀ ਦੀ ਮਾਂ ਸਵਰਗੀ ਸ਼੍ਰੀਮਤੀ ਬਲਜੀਤ ਕੌਰ ਤੁਲਸੀ ਜੀ ਦੁਆਰਾ ਲਿਖੀ ਪੁਸਤਕ ‘ਦ ਰਾਮਾਇਣ ਆਵ੍ ਸ੍ਰੀ ਗੁਰੂ ਗੋਬਿੰਦ ਸਿੰਘ ਜੀ’ ਦੀ ਪਹਿਲੀ ਕਾਪੀ ਪ੍ਰਾਪਤ ਕੀਤੀ। ਇਹ ਪੁਸਤਕ ਆਈਜੀਐੱਨਸੀਏ ਦੁਆਰਾ ਪ੍ਰਕਾਸ਼ਿਤ ਕੀਤੀ ਗਈ ਹੈ। pic.twitter.com/hP3rGUKQ5T
— Narendra Modi (@narendramodi) July 9, 2021
During our interaction, the learned Shri KTS Tulsi Ji spoke about the noble tenets of Sikhism and also recited Gurbani Shabad. I was touched by his gesture. Here is an audio. https://t.co/0R9z836sLi
— Narendra Modi (@narendramodi) July 9, 2021
ਸਾਡੀ ਗੱਲਬਾਤ ਦੌਰਾਨ, ਫ਼ਾਜ਼ਲ ਸ਼੍ਰੀ ਕੇਟੀਐੱਸ ਤੁਲਸੀ ਜੀ ਨੇ ਸਿੱਖ ਧਰਮ ਦੇ ਨੇਕ ਸਿਧਾਂਤਾਂ ਬਾਰੇ ਗੱਲ ਕੀਤੀ ਅਤੇ ਗੁਰਬਾਣੀ ਸ਼ਬਦ ਗਾਇਨ ਵੀ ਕੀਤਾ। ਮੈਂ ਉਨ੍ਹਾਂ ਦੇ ਹਾਵ–ਭਾਵ ਤੋਂ ਪ੍ਰਭਾਵਿਤ ਹੋਇਆ। ਇਹ ਆਡੀਓ ਸੁਣੋ। https://t.co/0R9z836sLi
— Narendra Modi (@narendramodi) July 9, 2021
SR