Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଟିକା ଅପଚୟ ହ୍ରାସ ଲାଗି ସ୍ୱାସ୍ଥ୍ୟସେବା କର୍ମଚାରୀ ଏବଂ ନର୍ସମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା


ଟିକା ଅପଚୟ ହ୍ରାସ କରିବାରେ ଏକ ଉଦାହରଣ ସୃଷ୍ଟି କରିଥିବାରୁ ସ୍ୱାସ୍ଥ୍ୟ ସେବା କର୍ମଚାରୀ ଏବଂ ନର୍ସମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଏକ ଟ୍ଵିଟ୍ ରୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି:

“ଟିକା ଅପଚୟ ହ୍ରାସ କରିବାରେ ଆମର ସ୍ୱାସ୍ଥ୍ୟ ସେବା କର୍ମଚାରୀ ଏବଂ ନର୍ସମାନେ ଏକ ଉଦାହରଣ ସୃଷ୍ଟି କରିଥିବା ଦେଖି ଭାରି ଭଲ ଲାଗିଲା । କୋଭିଡ-19 ବିରୋଧରେ ଲଢେଇକୁ ସୁଦୃଢ କରିବା ଦିଗରେ ଟିକା ଅପଚୟ ହ୍ରାସ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ” ।

 

**********

TRP/