ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ ପର୍ବ ଅବସରରେ ଶ୍ରୀ ଗୁରୁ ଗୋବିନ୍ଦ ସିଂଙ୍କୁ ନତମସ୍ତକ ହୋଇଛନ୍ତି ।
ଏକାଧିକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀ ଗୁରୁ ଗୋବିନ୍ଦ ସିଂଙ୍କ ପ୍ରକାଶ ପର୍ବ ଅବସରରେ ମୁଁ ତାଙ୍କୁ ପ୍ରଣିପାତ କରୁଛି । ଏକ ନ୍ୟାୟପୂର୍ଣ୍ଣ ଏବଂ ସୁସ୍ଥ ସମାଜ ଗଠନ ଦିଗରେ ତାଙ୍କର ଜୀବନ ପାଇଁ ଉତ୍ସର୍ଗୀକୃତ ଥିଲା । ସେ ତାଙ୍କ ସିଦ୍ଧାନ୍ତକୁ ପାଳନ କରିବାରେ ଅତୁଟ ଥିଲେ । ତାଙ୍କ ସାହସ ଏବଂ ବଳିଦାନକୁ ମଧ୍ୟ ଆମେ ମନେ ପକାଉ ।
ମୋ ଉପରେ ଗୁରୁ ସାହିବଙ୍କ ଏକ ବିଶେଷ କୃପା ଅଛି ଯାହା ଶ୍ରୀ ଗୁରୁ ଗୋବିନ୍ଦ ସିଂ ଜୀଙ୍କର 350 ତମ ପ୍ରକାଶ ପର୍ବ ଆମ ସରକାରଙ୍କ କାର୍ଯ୍ୟକାଳ ସମୟରେ ଘଟିଛି । ମୁଁ ପାଟନାରେ ହୋଇଥିବା ମହାନ ଉତ୍ସବକୁ ମନେ ପକାଉଛି, ଯେଉଁଠାରେ ମୋତେ ମଧ୍ୟ ମୋର ସମ୍ମାନ ଜଣାଇବାକୁ ସୁଯୋଗ ମିଳିଥିଲା” ।
I bow to Sri Guru Gobind Singh Ji on the pious occasion of his Parkash Purab. His was a life devoted to creating a just and inclusive society. He was unwavering when it came to upholding his principles. We also recall his courage and sacrifices. pic.twitter.com/eBn7H9uYXO
— Narendra Modi (@narendramodi) January 20, 2021
br
The Guru Sahibs have a special Kripa on me that the 350th Parkash Purab of Sri Guru Gobind Singh Ji took place during the tenure of our Government. I recall the grand celebrations in Patna, where I also had the opportunity to go and pay my respects. pic.twitter.com/BNElOBj8hk

**********
TRP/