1. |
ହାଇଡ୍ରୋକାର୍ବନ କ୍ଷେତ୍ରରେ ସହଯୋଗ ସଂକ୍ରାନ୍ତରେ ସହମତି ବ୍ୟବସ୍ଥା |
ବାଂଲାଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
ଅତିରିକ୍ତ ସଚିବ (ବିକାଶ), ଶକ୍ତି ଏବଂ ଖଣିଜ ସମ୍ପଦ ବିଭାଗ |
2. |
ସ୍ଥାନୀୟ ସଂସ୍ଥା ଏବଂ ଅନ୍ୟ ସାର୍ବଜନୀନ କ୍ଷେତ୍ରର ସଂସ୍ଥାନଗୁଡ଼ିକ ଜରିଆରେ ଉଚ୍ଚ ପ୍ରଭାବସମ୍ପନ୍ନ ସାମୁଦାୟିକ ବିକାଶ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବା ଲାଗି ଭାରତୀୟ ଅନୁଦାନ ସହାୟତା ସଂକ୍ରାନ୍ତରେ ବୁଝାମଣାପତ୍ର |
ବାଂଲାଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
ସଚିବ, ଅର୍ଥନୈତିକ ସମ୍ପର୍କ ବିଭାଗ |
3. |
ସୀମା ପାର ହାତୀ ସଂରକ୍ଷଣ ସମ୍ବନ୍ଧୀୟ ପ୍ରୋଟୋକଲ |
ବାଂଲାଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
ସଚିବ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ |
4. |
ବରିଶାଲ ନଗର ନିଗମ ଲାଗି ଉପକରଣ ଯୋଗାଣ ଏବଂ ଲମଚୋରୀ କ୍ଷେତ୍ରରେ ଆବର୍ଜନା/କଠିନ ବର୍ଜ୍ୟବସ୍ତୁ ପରିଚାଳନା ସ୍ଥଳୀରେ ସୁଧାର ନିମନ୍ତେ ବୁଝାମଣାପତ୍ର |
ବାଂଲାଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
କ. ସଚିବ, ଅର୍ଥନୈତିକ ସମ୍ପର୍କ ବିଭାଗ |
5. |
କୃଷି କ୍ଷେତ୍ରରେ ସହଯୋଗ ଲାଗି ବୁଝାମଣାପତ୍ର |
ବାଂଲାଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ, ବାଂଲାଦେଶ କୃଷି ଗବେଷଣା ପରିଷଦ |
6. |
ରାଷ୍ଟ୍ରପିତା ବଙ୍ଗବନ୍ଧୁ ଶେଖ ମୁଜୀବୁର ରେହମାନ ସ୍ମାରକୀ ସଂଗ୍ରହାଳୟ, ଢାକା, ବାଂଲାଦେଶ ଏବଂ ଜାତୀୟ ସଂଗ୍ରହାଳୟ, ନୂଆଦିଲ୍ଲୀ, ଭାରତ ମଧ୍ୟରେ ବୁଝାମଣାପତ୍ର |
ବାଂଲାଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
ସଂଗ୍ରହାଳୟ ଅଧ୍ୟକ୍ଷ, ରାଷ୍ଟ୍ରପିତା ବଙ୍ଗବନ୍ଧୁ ଶେଖ ମୁଜୀବୁର ରହମାନ ସ୍ମାରକୀ ସଂଗ୍ରହାଳୟ, ଢାକା |
7. |
ଭାରତ–ବାଂଲାଦେଶ ସିଇଓ ଫୋରମର ସନ୍ଦର୍ଭ ସର୍ତ୍ତ |
ବାଣିଜ୍ୟ ସଚିବ, ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ |
ସଚିବ, ବାଣିଜ୍ୟ ମନ୍ତ୍ରଣାଳୟ |
କ୍ରଂସଂ | ବୁଝାମଣା ପତ୍ର/ରାଜିନାମା | ଭାରତୀୟ ପକ୍ଷ | ବାଂଲାଦେଶ ପକ୍ଷ |
---|
**********
Addressing the India-Bangladesh virtual summit with PM Sheikh Hasina. https://t.co/ewHLRWvVLZ
— Narendra Modi (@narendramodi) December 17, 2020