ରାଜସ୍ଥାନ କ୍ୟାବିନେଟ ମନ୍ତ୍ରୀ ମାଷ୍ଟର ଭନୱରଲାଲ ମେଘୱାଲଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ଵିଟରେ ଶ୍ରୀ ମୋଦୀ କହିଛନ୍ତି, “ରାଜସ୍ଥାନ କ୍ୟାବିନେଟ ମନ୍ତ୍ରୀ ମାଷ୍ଟର ଭନୱରଲାଲ ମେଘୱାଲ ଜୀଙ୍କ ବିୟୋଗରେ ମର୍ମାହତ । ସେ ଜଣେ ବରିଷ୍ଠ ନେତା ଥିଲେ, ଯିଏକି ରାଜସ୍ଥାନର ସେବା କରିବାରେ ବିଶେଷ ଆଗ୍ରହୀ ଥିଲେ । ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାର ସଦସ୍ୟ ଏବଂ ସମର୍ଥକଙ୍କ ପ୍ରତି ମୋର ସମବେଦନା” ।
Saddened by the demise of Rajasthan Cabinet Minister, Master Bhanwarlal Meghwal Ji. He was a veteran leader who was passionate about serving Rajasthan. In this hour of sadness, my condolences to his family and supporters: PM @narendramodi
— PMO India (@PMOIndia) November 16, 2020
**********