Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବାବା ବନ୍ଦା ସିଂ ବାହାଦୁରଙ୍କ 350ତମ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ସାହସୀ ବାବା ବନ୍ଦା ସିଂ ବାହାଦୁର ଜୀଙ୍କ 350 ତମ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ବୀର ବାବା ବନ୍ଦା ସିଂ ବାହାଦୁର ଜୀଙ୍କୁ ତାଙ୍କର 350ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି । ସେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରହିଛନ୍ତି । ଉଚିତ ନ୍ୟାୟ ପାଇଁ ସେ ସ୍ମରଣୀୟ ହୋଇ ରହିଛନ୍ତି । ଗରିବ ଲୋକଙ୍କୁ ସଶକ୍ତ କରିବା ଦିଗରେ ସେ ଅନେକ ଚେଷ୍ଟା କରିଥିଲେ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**********