କାରଗିଲବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଶସ୍ତ୍ର ସେନା ପ୍ରତି ଶ୍ରଦ୍ଧାଜଳି ଜ୍ଞାପନ କରିଛନ୍ତି ।
“କାରଗିଲ ବିଜୟ ଦିବସ ଅବସରରେ ଆମେ ଆମ ସଶସ୍ତ୍ର ସେନାର ସାହସ ଓ ସଂକଳ୍ପକୁ ସ୍ମରଣ କରୁଛୁ, ଯେଉଁମାନେ କି 1999 ମସିହାରେ ଆମ ଦେଶକୁ ସୁରକ୍ଷିତ ରଖିଥିଲେ । ସେମାନଙ୍କ ଏହି ସାହସ ଭବିଷ୍ୟତ ପିଢିକୁ ଅନୁପ୍ରାଣିତ କରିବ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
**********
On Kargil Vijay Diwas, we remember the courage and determination of our armed forces, who steadfastly protected our nation in 1999. Their valour continues to inspire generations.
— Narendra Modi (@narendramodi) July 26, 2020
Will speak more about this during today’s #MannKiBaat, which begins shortly. #CourageInKargil