ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ଲକଡାଉନ ଅବଧିକୁ ମେ’ 3, 2020 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୂର୍ବରୁ ଘୋଷଣା ହୋଇଥିବା ଲକଡାଉନ ଅବଧି ଏପ୍ରିଲ 14, 2020ରେ ଶେଷ ହେଉଛି । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ବିଭିନ୍ନ ରାଜ୍ୟ ସରକାରମାନଙ୍କ ପରାମର୍ଶ ଓ ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ଲକଡାଉନର ନିୟମାବଳୀକୁ ମାନିବା ଓ ସାମାଜିକ ଦୂରତ୍ଵକୁ ପାଳନ କରିବା ଲାଗି ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ହଟ ସ୍ପଟ ଭାବେ ଘୋଷିତ ହୋଇନଥିବା ଅଞ୍ଚଳମାନଙ୍କରେ 20 ଏପ୍ରିଲ, 2020 ପରେ ଜରୁରିକାଳୀନ ସେବା ଜନିତ ଯାତାୟାତକୁ ସର୍ତ୍ତମୂଳକ ଅନୁମତି ଦିଆଯାଇପାରେ ।
ଏପ୍ରିଲ 20 ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ସହର, ଥାନା, ଜିଲ୍ଲା ଓ ପ୍ରତ୍ୟେକ ରାଜ୍ୟରେ ଲକଡାଉନ କିପରି ପାଳନ କରାଯାଉଛି ତାହାର ଆକଳନ କରାଯିବ । କେତେଦୂର ପର୍ଯ୍ୟନ୍ତ ଏହି ଅଞ୍ଚଳଗୁଡିକ କରୋନା ଭୂତାଣୁରୁ ନିଜକୁ ସୁରକ୍ଷିତ ରଖିଛନ୍ତି ତାହାର ଅନୁଧ୍ୟାନ କରାଯିବ । ଏହି କଠିନ ପରୀକ୍ଷାରୁ ଯେଉଁ ଅଞ୍ଚଳ ମୁକୁଳିବ ବା ହଟ ସ୍ପଟ ଶ୍ରେଣୀରେ ନରହିବ ବା ହଟ ସ୍ପଟ ହେବାର ସମ୍ଭାବନା ନଥିବ ସେଠାରେ 20 ଏପ୍ରିଲ ଠାରୁ ସାଧାରଣ କାର୍ଯ୍ୟକଳାପ ଆରମ୍ଭ କରିବାକୁ ସୁଯୋଗ ଦିଆଯାଇପାରେ ।
ତେବେ ଏକଥା ମଧ୍ୟ ମନେ ରଖିବାକୁ ହେବ ଯେ, ଏହି ଅନୁମତି ସର୍ତ୍ତମୂଳକ ଏବଂ ବାହାରକୁ ବାହାରିବାର ନିୟମ ଖୁବ କଡା କଡି ହେବ । ଲକଡାଉନ ନିୟମ ଭଙ୍ଗ ହେଲେ କିମ୍ବା ପୁନଃସଂକ୍ରମଣର କୌଣସି ସମ୍ଭାବନା ଦେଖାଦେଲେ ସଙ୍ଗେ ସଙ୍ଗେ ଅନୁମତି ପ୍ରତ୍ୟାହାର କରିନିଆଯିବ ।
ଏଦିଗରେ ଏକ ସବିଶେଷ ନିୟମାବଳୀ ଆସନ୍ତାକାଲି (15.04.2020) ସରକାର ଜାରି କରିବେ ।
କେତେକ ନିର୍ଦ୍ଦିଷ୍ଟ ଜାଗାରେ ଏହି ସୀମିତ ଛାଡ ପ୍ରକ୍ରିୟା ଆମର ହଜାର ହଜାର ଭାଇଭଉଣୀ ଯେଉଁମାନେ ସବୁଦିନ ଖଟିଲେ ଖାଆନ୍ତି, ସେମାନଙ୍କୁ ଦୃଷ୍ଟିରେ ରଖି କରାଯାଇଛି, ବୋଲି ସେ କହିଥିଲେ ।
ଯେଉଁମାନେ ସବୁଦିନ ଖଟିଲେ ଖାଆନ୍ତି, ସେମାନେ ମୋ ପରିବାର ଭଳି । ସେମାନଙ୍କ ଜୀବନରେ ଏହି ବାଧାବିଘ୍ନକୁ ଦୂର କରିବା ମୋର ସର୍ବୋଚ୍ଚ ପ୍ରାଥମିକତା । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଯଥାସମ୍ଭବ ଚେଷ୍ଟା କରିଛନ୍ତି । ନୂଆ ନିର୍ଦ୍ଦେଶାବଳୀ ସେମାନଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଜାରି କରାଯାଇଛି, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ବାବା ସାହେବ ଆମ୍ବେଦକରଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମୁଁ ଜାଣେ ଆପଣମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । କିଏ ଖାଦ୍ୟ ପାଇଁ ତ କିଏ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯିବା ପାଇଁ ଏବଂ କିଏ ନିଜ ଘରଦ୍ଵାର ଛାଡି ଦୂରରେ ରହୁଥିବା ଯୋଗୁଁ । ତେବେ ଆପଣମାନେ ଦେଶ ପାଇଁ ଜଣେ ଶୃଙ୍ଖଳିତ ସୈନିକ ଭାବେ କେବଳ କର୍ତ୍ତବ୍ୟ ସମ୍ପାଦନ କରି ଚାଲିଛନ୍ତି । ଏହା ହେଉଛି ଆମର ସାମୁହିକ ଶକ୍ତି । ଆମେ ଭାରତୀୟ ଆମ ସମ୍ବିଧାନରେ ସନ୍ନିବେଶିତ ହୋଇ ରହିଛେ ।
ଦେଶରେ ଜଣେ ମଧ୍ୟ ସଂକ୍ରମିତ ହେବା ପୂର୍ବରୁ ଭାରତ କରୋନା ସଂକ୍ରମିତ ଦେଶରୁ ଆସୁଥିବା ଯାତ୍ରୀମାନଙ୍କର ସ୍କ୍ରିନିଂ ବିମାନବନ୍ଦରରେ ଆରମ୍ଭ କରିଦେଇଥିଲା । କରୋନା ସଂକ୍ରମିତଙ୍କ ସଂଖ୍ୟା 100 ପହଞ୍ଚିବା ପୂର୍ବରୁ ବାହାରୁ ଆସୁଥିବା ସମସ୍ତଙ୍କ ପାଇଁ ଭାରତ 14 ଦିନିଆ ଏକାନ୍ତବାସ ବାଧ୍ୟତାମୂଳକ କରିଥିଲା । କ୍ଲବ, ମଲ ଓ ବ୍ୟାୟାମଶାଳାଗୁଡିକୁ ଅଧିକାଂଶ ଜାଗାରେ ବନ୍ଦ କରିଦିଆଯାଇଥିଲା ।
ବିଶ୍ଵର ବୃହତ ଶକ୍ତିଶାଳୀ ଦେଶମାନଙ୍କର ସଂକ୍ରମଣ ହାର ତୁଳନାରେ ଭାରତ ଆଜି ଏକ ଭଲ ସ୍ଥିତିରେ ଅଛି ।
ପ୍ରାୟ ମାସେ ଦେଢ ମାସ ପୂର୍ବରୁ ଅନେକ ଦେଶର କରୋନା ସଂକ୍ରମଣ ସଂଖ୍ୟା ଭାରତ ସହିତ ପ୍ରାୟ ସମାନ ଥିଲା । କିନ୍ତୁ ଆଜି ଭାରତ ତୁଳନାରେ ସେସବୁ ଦେଶରେ ଏହି ସଂଖ୍ୟା ପ୍ରାୟ 25 ରୁ 30 ଗୁଣ ଅଧିକ ହୋଇଛି । ଏସବୁ ଦେଶରେ ହଜାର ହଜାର ଲୋକଙ୍କର ଦୁଃଖଦ ମୃତ୍ୟୁ ଘଟିଛି । ଭାରତ ଯଦି ଏକ ସମନ୍ଵିତ ଢାଞ୍ଚାରେ ଶୀଘ୍ର ଓ ନିଷ୍ପତ୍ତିମୂଳକ ପଦକ୍ଷେପ ନେଇନଥାନ୍ତା, ତେବେ ଭାରତର ପରିସ୍ଥିତି ଆଜି ସଂପୂର୍ଣ୍ଣ ଭିନ୍ନ ହୋଇଥାନ୍ତା, ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ ଦେଶକୁ ପ୍ରତିଶ୍ରୁତି ଦେଇ କହିଥିଲେ ଯେ, ଦେଶରେ ପର୍ଯ୍ୟାପ୍ତ ଔଷଧ, ଖାଦ୍ୟପଦାର୍ଥ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରହିଛି ଓ ସେଗୁଡିକର ଯୋଗାଣ ଦିଗରେ ଥିବା ବାଧାବିଘ୍ନକୁ ନୀରବଚ୍ଛିନ୍ନ ଭାବେ ଦୂର କରାଯାଉଛି । ଆମେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବାଧାବିଘ୍ନଗୁଡିକୁ ଦୂର କରିବା ଦିଗରେ ମଧ୍ୟ ଦ୍ରୁତ ପ୍ରଗତି ହାସଲ କରିଛୁ ।
ଜାନୁଆରୀ ମାସରେ ଗୋଟିଏ ମାତ୍ର କରୋନା ଭୂତାଣୁ ପରୀକ୍ଷଣ କେନ୍ଦ୍ର ଥିବା ବେଳେ ବର୍ତ୍ତମାନ ଏହା 220କୁ ବୃଦ୍ଧି ପାଇଛି । ବିଶ୍ଵବ୍ୟାପୀ ମହାମାରୀକୁ ଅନୁଧ୍ୟାନ କଲେ ପ୍ରତି 10 ହଜାର ରୋଗୀଙ୍କ ପାଇଁ 1500 ରୁ 1600 ଶଯ୍ୟା ଦରକାର ହୋଇଥାଏ । ଭାରତରେ ଆଜିସୁଦ୍ଧା ଆମେ 1 ଲକ୍ଷ ଶଯ୍ୟାର ବ୍ୟବସ୍ଥା କରିପାରିଛୁ । କେବଳ ସେତିକି ନୁହେଁ, କରୋନା ଚିକିତ୍ସା ପାଇଁ 600ରୁ ଅଧିକ ଉତ୍ସର୍ଗୀକୃତ ହସ୍ପିଟାଲ ଆମର ଏବେ ରହିଛି । କହିବାକୁ ଗଲେ, ଏହି ସୁବିଧା ଦ୍ରୁତ ଗତିରେ ବୃଦ୍ଧି ପାଉଛି, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଆମେ ଯଦି ଧୈର୍ଯ୍ୟର ସହିତ ନିୟମ ପାଳନ କରିବା ତେବେ କରୋନା ମହାମାରୀକୁ ନିଶ୍ଚିତ ହରାଇବାରେ ସମର୍ଥ ହେବା । ଏହି ବିଶ୍ଵାସର ସହ ମୁଁ ପରିଶେଷରେ ଆପଣମାନଙ୍କ ଠାରୁ 7ଟି ବିଷୟରେ ସମର୍ଥନର ଆଶା କରୁଛି ।
ପ୍ରଥମ ବିଷୟ:
ଘରେ ଥିବା ବୟସ୍କ ଓ ବିଶେଷ କରି ନୀରବଚ୍ଛିନ୍ନ ବ୍ୟାଧିରେ ପୀଡିତ ବ୍ୟକ୍ତିମାନଙ୍କର ସ୍ଵତନ୍ତ୍ର ଯତ୍ନ ନିଅନ୍ତୁ । କରୋନା ସଂକ୍ରମଣରୁ ସେମାନଙ୍କୁ ନିରାପଦ ରଖିବା ପାଇଁ ଆମକୁ ଅତିରିକ୍ତ ଯତ୍ନ ନେବାକୁ ପଡିବ ।
ଦ୍ଵିତୀୟ ବିଷୟ:
ଲକଡାଉନର ଲକ୍ଷ୍ମଣ ରେଖା ଓ ସାମାଜିକ ଦୂରତ୍ଵର କଡାକଡି ଅନୁପାଳନ । ଘରତିଆରି ମାସ୍କର ନିଶ୍ଚିତ ବ୍ୟବହାର ।
ତୃତୀୟ ବିଷୟ:
ଆୟୁଷ ମନ୍ତ୍ରଣାଳୟ ଦ୍ଵାରା ରୋଗ ପ୍ରତିଷେଧକ ନିୟମାବଳୀର ଅନୁପାଳନ । ନିୟମିତ ଭାବେ ଗରମ ପାଣି ଓ କାଢା ପିଇବାର ଅନୁପାଳନ ।
ଚତୁର୍ଥ ବିଷୟ:
କରୋନା ସଂକ୍ରମଣର ପ୍ରସାର ରୋକିବା ଦିଗରେ ଆରୋଗ୍ୟ ସେତୁ ଆପ କୁ ଡାଉନଲୋଡ କରିବା ଓ ଅନ୍ୟମାନଙ୍କୁ ଏହାକୁ ଡାଉନଲୋଡ କରିବା ପାଇଁ ପ୍ରବର୍ତ୍ତାଇବା ।
ପଞ୍ଚମ ବିଷୟ:
ଯଥା ସମ୍ଭବ ଗରିବ ପରିବାରଗୁଡିକୁ ସାହାଯ୍ୟ କରିବା । ବିଶେଷକରି ସେମାନଙ୍କର ଖାଦ୍ୟ ଆବଶ୍ୟକତାକୁ ପୁରଣକରିବା ।
ଷଷ୍ଠ ବିଷୟ:
ବ୍ୟବସାୟ ଓ ଶିଳ୍ପ ସଂସ୍ଥାରେ କାର୍ଯ୍ୟ କରୁଥିବା ଲୋକଙ୍କ ପ୍ରତି ଦୟା ପ୍ରଦର୍ଶନ କରି ସେମାନଙ୍କୁ ଜୀବିକାରୁ ବଞ୍ଚିତ ନକରିବା ।
ସପ୍ତମ ବିଷୟ:
ଆମର ଡାକ୍ତର, ନର୍ସ, ସଫେଇ ଓ ପୁଲିସ କର୍ମଚାରୀମାନଙ୍କ ଭଳି କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ।
**********
कोरोना वैश्विक महामारी के खिलाफ भारत की लड़ाई,
— PMO India (@PMOIndia) April 14, 2020
बहुत मजबूती के साथ आगे बढ़ रही है।
आपकी तपस्या,
आपके त्याग की वजह से भारत अब तक,
कोरोना से होने वाले नुकसान को काफी हद तक टालने में सफल रहा है: PM @narendramodi #IndiaFightsCorona
मैं जानता हूं,
— PMO India (@PMOIndia) April 14, 2020
आपको कितनी दिक्कते आई हैं।
किसी को खाने की परेशानी,
किसी को आने-जाने की परेशानी,
कोई घर-परिवार से दूर है: PM @narendramodi #IndiaFightsCorona
लेकिन आप देश की खातिर,
— PMO India (@PMOIndia) April 14, 2020
एक अनुशासित सिपाही की तरह अपने कर्तव्य निभा रहे हैं।
हमारे संविधान में जिस
We the People of India की शक्ति की बात कही गई है,
वो यही तो है: PM @narendramodi #IndiaFightsCorona
बाबा साहेब डॉक्टर भीम राव आंबेडकर की जन्म जयंती पर,
— PMO India (@PMOIndia) April 14, 2020
हम भारत के लोगों की तरफ से अपनी सामूहिक शक्ति का ये प्रदर्शन,
ये संकल्प,
उन्हें सच्ची श्रद्धांजलि है: PM @narendramodi #IndiaFightsCorona
लॉकडाउन के इस समय में देश के लोग जिस तरह नियमों का पालन कर रहे हैं,
— PMO India (@PMOIndia) April 14, 2020
जितने संयम से अपने घरों में रहकर त्योहार मना रहे हैं,
वो बहुत प्रशंसनीय है: PM @narendramodi #IndiaFightsCorona
आज पूरे विश्व में कोरोना वैश्विक महामारी की जो स्थिति है,
— PMO India (@PMOIndia) April 14, 2020
आप उसे
भली-भांति जानते हैं।
अन्य देशों के मुकाबले,
भारत ने कैसे अपने यहां संक्रमण को रोकने के प्रयास किए,
आप इसके सहभागी भी रहे हैं और साक्षी भी: PM @narendramodi #IndiaFightsCorona
जब हमारे यहां कोरोना के सिर्फ 550 केस थे,
— PMO India (@PMOIndia) April 14, 2020
तभी भारत ने
21 दिन के संपूर्ण लॉकडाउन का एक बड़ा कदम उठा लिया था।
भारत ने,
समस्या बढ़ने का इंतजार नहीं किया,
बल्कि जैसे ही समस्या दिखी, उसे,
तेजी से फैसले लेकर उसी समय रोकने का प्रयास किया: PM @narendramodi #IndiaFightsCorona
भारत ने holistic approach
— PMO India (@PMOIndia) April 14, 2020
न अपनाई होती,
integrated approach
न अपनाई होती,
तेज फैसले न लिए होते तो आज भारत की स्थिति कुछ और होती।
लेकिन बीते दिनों के अनुभवों से ये साफ है कि हमने जो रास्ता चुना है, वो सही है: PM @narendramodi #IndiaFightsCorona
अगर सिर्फ आर्थिक दृष्टि से देखें तो अभी ये मंहगा जरूर लगता है लेकिन भारतवासियों की जिंदगी के आगे,
— PMO India (@PMOIndia) April 14, 2020
इसकी कोई तुलना नहीं हो सकती।
सीमित संसाधनों के बीच,
भारत जिस मार्ग पर चला है,
उस मार्ग की चर्चा आज दुनिया भर में हो रही है: PM @narendramodi #IndiaFightsCorona
इन सब प्रयासों के बीच,
— PMO India (@PMOIndia) April 14, 2020
कोरोना जिस तरह फैल रहा है,
उसने विश्व भर में हेल्थ एक्सपर्ट्स और सरकारों को और ज्यादा सतर्क कर दिया है।
भारत में भी कोरोना के खिलाफ लड़ाई अब आगे कैसे बढ़े,
इसे लेकर मैंने राज्यों के साथ निरंतर बात की है: PM @narendramodi #IndiaFightsCorona
सभी का यही सुझाव है कि लॉकडाउन को बढ़ाया जाए।
— PMO India (@PMOIndia) April 14, 2020
कई राज्य तो पहले से ही लॉकडाउन को बढ़ाने का फैसला कर चुके हैं।
साथियों,
सारे सुझावों को ध्यान में रखते हुए ये तय किया गया है कि भारत में लॉकडाउन को अब 3 मई तक और बढ़ाना पड़ेगा: PM @narendramodi #IndiaFightsCorona
यानि 3 मई तक हम सभी को,
— PMO India (@PMOIndia) April 14, 2020
हर देशवासी को लॉकडाउन में ही रहना होगा।
इस दौरान हमें अनुशासन का उसी तरह पालन करना है,
जैसे हम करते आ रहे हैं: PM @narendramodi #IndiaFightsCorona
मेरी सभी देशवासियों से ये प्रार्थना है कि अब कोरोना को हमें किसी भी कीमत पर नए क्षेत्रों में फैलने नहीं देना है।
— PMO India (@PMOIndia) April 14, 2020
स्थानीय स्तर पर अब एक भी मरीज बढ़ता है तो ये हमारे लिए चिंता का विषय होना चाहिए: PM @narendramodi #IndiaFightsCorona
इसलिए हमें Hotspots को लेकर बहुत ज्यादा सतर्कता बरतनी होगी।
— PMO India (@PMOIndia) April 14, 2020
जिन स्थानों के Hotspot में बदलने की आशंका है उस पर भी हमें कड़ी नजर रखनी होगी।
नए Hotspots का बनना,
हमारे परिश्रम और हमारी तपस्या को और चुनौती देगा: PM @narendramodi #IndiaFightsCorona
अगले एक सप्ताह में कोरोना के खिलाफ लड़ाई में कठोरता और ज्यादा बढ़ाई जाएगी।
— PMO India (@PMOIndia) April 14, 2020
20 अप्रैल तक हर कस्बे,
हर थाने,
हर जिले,
हर राज्य को परखा जाएगा, वहां लॉकडाउन का कितना पालन हो रहा है,
उस क्षेत्र ने कोरोना से खुद को कितना बचाया है,
ये देखा जाएगा: PM @narendramodi #IndiaFightsCorona
जो क्षेत्र इस अग्निपरीक्षा में सफल होंगे,
— PMO India (@PMOIndia) April 14, 2020
जो Hotspot में नहीं होंगे,
और जिनके Hotspot में बदलने की आशंका भी कम होगी,
वहां पर 20 अप्रैल से कुछ जरूरी गतिविधियों की अनुमति दी जा सकती है: PM @narendramodi #IndiaFightsCorona
इसलिए,
— PMO India (@PMOIndia) April 14, 2020
न खुद कोई लापरवाही करनी है
और न ही किसी और को लापरवाही करने देना है।
कल इस बारे में सरकार की तरफ से एक विस्तृत गाइडलाइन जारी की जाएगी: PM @narendramodi #IndiaFightsCorona
जो रोज कमाते हैं,
— PMO India (@PMOIndia) April 14, 2020
रोज की कमाई से अपनी जरूरतें पूरी करते हैं,
वो मेरा परिवार हैं।
मेरी सर्वोच्च प्राथमिकताओं में एक,
इनके जीवन में आई मुश्किल को कम करना है: PM @narendramodi #IndiaFightsCorona
अब नई गाइडलइंस बनाते समय भी उनके हितों का पूरा ध्यान रखा गया है।
— PMO India (@PMOIndia) April 14, 2020
इस समय रबी फसल की कटाई का काम भी जारी है।
केंद्र सरकार और राज्य सरकारें मिलकर,
प्रयास कर रही हैं कि किसानों को कम से कम दिक्कत हो: PM @narendramodi #IndiaFightsCorona
हेल्थ इन्फ्रास्ट्रक्चर के मोर्चे पर भी हम तेजी से आगे बढ़ रहे हैं।
— PMO India (@PMOIndia) April 14, 2020
जहां जनवरी में हमारे पास कोरोना की जांच के लिए सिर्फ एक लैब थी,
वहीं अब 220 से अधिक लैब्स में टेस्टिंग का काम हो रहा है: PM @narendramodi #IndiaFightsCorona
भारत में आज हम एक लाख से अधिक Beds की व्यवस्था कर चुके हैं।
— PMO India (@PMOIndia) April 14, 2020
इतना ही नहीं,
600 से भी अधिक ऐसे अस्पताल हैं, जो सिर्फ कोविड के इलाज के लिए काम कर रहे हैं।
इन सुविधाओं को और तेजी से बढ़ाया जा रहा है: PM @narendramodi #IndiaFightsCorona
आज भारत के पास भले सीमित संसाधन हों,
— PMO India (@PMOIndia) April 14, 2020
लेकिन मेरा भारत के युवा वैज्ञानिकों से विशेष आग्रह है कि विश्व कल्याण के लिए,
मानव कल्याण के लिए,
आगे आएं,
कोरोना की वैक्सीन बनाने का बीड़ा उठाएं: PM @narendramodi #IndiaFightsCorona
हम धैर्य बनाकर रखेंगे,
— PMO India (@PMOIndia) April 14, 2020
नियमों का पालन करेंगे तो कोरोना जैसी महामारी को भी परास्त कर पाएंगे।
इसी विश्वास के साथ अंत में,
मैं आज 7 बातों में आपका साथ मांग रहा हूं: PM @narendramodi #IndiaFightsCorona
पहली बात-
— PMO India (@PMOIndia) April 14, 2020
अपने घर के बुजुर्गों का विशेष ध्यान रखें
- विशेषकर ऐसे व्यक्ति जिन्हें पुरानी बीमारी हो,
उनकी हमें Extra Care करनी है, उन्हें कोरोना से बहुत बचाकर रखना है: PM @narendramodi #IndiaFightsCorona
दूसरी बात-
— PMO India (@PMOIndia) April 14, 2020
लॉकडाउन और Social Distancing की लक्ष्मण रेखा का पूरी तरह पालन करें ,
घर में बने फेसकवर या मास्क का अनिवार्य रूप से उपयोग करें: PM @narendramodi #IndiaFightsCorona
तीसरी बात-
— PMO India (@PMOIndia) April 14, 2020
अपनी इम्यूनिटी बढ़ाने के लिए, आयुष मंत्रालय द्वारा दिए गए निर्देशों का पालन करें,
गर्म पानी,
काढ़ा,
इनका निरंतर सेवन करें: PM @narendramodi #IndiaFightsCorona
चौथी बात-
— PMO India (@PMOIndia) April 14, 2020
कोरोना संक्रमण का फैलाव रोकने में मदद करने के लिए आरोग्य सेतु मोबाइल App जरूर डाउनलोड करें।
दूसरों को भी इस App को डाउनलोड करने के लिए प्रेरित करें: PM @narendramodi #IndiaFightsCorona
पांचवी बात-
— PMO India (@PMOIndia) April 14, 2020
जितना हो सके उतने गरीब परिवार की देखरेख करें,
उनके भोजन की आवश्यकता पूरी करें: PM @narendramodi #IndiaFightsCorona
छठी बात-
— PMO India (@PMOIndia) April 14, 2020
आप अपने व्यवसाय, अपने उद्योग में अपने साथ काम करे लोगों के प्रति संवेदना रखें,
किसी को नौकरी से न निकालें: PM @narendramodi #IndiaFightsCorona
सातवीं बात-
— PMO India (@PMOIndia) April 14, 2020
देश के कोरोना योद्धाओं,
हमारे डॉक्टर- नर्सेस,
सफाई कर्मी-पुलिसकर्मी का पूरा सम्मान करें: PM @narendramodi #IndiaFightsCorona
पूरी निष्ठा के साथ 3 मई तक लॉकडाउन के नियमों का पालन करें,
— PMO India (@PMOIndia) April 14, 2020
जहां हैं,
वहां रहें,
सुरक्षित रहें।
वयं राष्ट्रे जागृयाम”,
हम सभी राष्ट्र को जीवंत और जागृत बनाए रखेंगे: PM @narendramodi #IndiaFightsCorona