ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରେହମାନଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବାଂଲାଦେଶର ବିକାଶ ପାଇଁ ସାହସିକ ପଦକ୍ଷେପ ଓ ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ ବୋଲି ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି । ଆଜି ସନ୍ଧ୍ୟାରେ ଏକ ଭିଡିଓ ଲିଙ୍କ ଜରିଆରେ ଜାତିର ପିତା ଶେଖ ମୁଜିବୁର ରେହମାନଙ୍କ ଶତବାର୍ଷିକୀକୁ ଶ୍ରୀ ମୋଦୀ ସମ୍ବୋଧିତ କରିବେ ।
କୋଭିଡ଼-19 ଯୋଗୁ ଆଜି ବାଂଲାଦେଶରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହ ଜନସମାବେଶ ବିନା ଆୟୋଜିତ ହେବ ।
**********
Tributes to Bangabandhu Sheikh Mujibur Rahman on his birth anniversary. He is remembered for his courage and indelible contribution to Bangladesh’s progress.
— Narendra Modi (@narendramodi) March 17, 2020
This evening, via video link, will address Bangabandhu’s 100th Birth Anniversary celebrations being held in Bangladesh. pic.twitter.com/uqAxL0h4F6