Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

2001 ସଂସଦ ଆକ୍ରମଣର ସହିଦଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 2001 ସଂସଦ ଆକ୍ରମଣର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

“ଆଜି ମୁଁ ସଂସଦ ଆକ୍ରମଣରେ ସହିଦ ହୋଇଥିବା ସାହସୀ କର୍ମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ଯେଉଁମାନେ ଆମ ସଂସଦର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି, ତାଙ୍କର ବଳିଦାନକୁ କେବେ ଭୁଲିହେବ ନାହିଁ ବୋଲି”, ପ୍ରଧାନମନ୍ତ୍ରୀ କହିଛନ୍ତି ।