Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜର୍ମାନୀ ଚାନ୍ସେଲରଙ୍କ ଭାରତ ଗସ୍ତ ଅବସରରେ ସ୍ୱାକ୍ଷରିତ ବୁଝାମଣା ଓ ରାଜିନାମା ତାଲିକା


 

1

2020-2024 ଅବଧି ଲାଗି ପରାମର୍ଶ ସକାଶେ ମିଳିତ ଉଦ୍ଦେଶ୍ୟ ଘୋଷଣା

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଜର୍ମାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

ବୈଦେଶିକ ବ୍ୟାପାର ମନ୍ତ୍ରୀ  ଡ. ଏସ. ଜୟଶଙ୍କର

ମିଃ ହେକୋ ମାସ, ବିଦେଶ ମନ୍ତ୍ରୀ

2

ରଣନୈତିକ ପ୍ରକଳ୍ପ କ୍ଷେତ୍ରରେ ସହଯୋଗ ଲାଗି ମିଳିତ ଉଦ୍ଦେଶ୍ୟ ଘୋଷଣା

ରେଳ ମନ୍ତ୍ରଣାଳୟ ଏବଂ ଅର୍ଥନୈତିକ ବ୍ୟାପାର ଓ ଶକ୍ତି ମନ୍ତ୍ରଣାଳୟ

ରେଳବାଇ ବୋର୍ଡ ଅଧ୍ୟକ୍ଷ ଶ୍ରୀ ବିନୋଦ କୁମାର ଯାଦବ

ମିଃ. ଖ୍ରୀଷ୍ଟିନ ହିର୍ତ୍ତେ, ସଂସଦୀୟ ରାଷ୍ଟ୍ର ସଚିବ, ଅର୍ଥନୈତିକ ବ୍ୟାପାର ଏବଂ ଶକ୍ତି ମନ୍ତ୍ରଣାଳୟ

3

ସବୁଜ ସହରାଂଚଳ ପରିବହନ ଲାଗି ମିଳିତ ଉଦ୍ଦେଶ୍ୟ ଘୋଷଣା

ଆବାସ ଏବଂ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ଏବଂ ଜର୍ମାନୀ ଅର୍ଥନୈତିକ ସହଯୋଗ ଓ ବିକାଶ ମନ୍ତ୍ରଣାଳୟ

ଶ୍ରୀ ଦୁର୍ଗା ଶଙ୍କର ମିଶ୍ର, ସଚିବ

ମିଃ ନୋବର୍ଟ ବାର୍ଥଲେ, ସଂସଦୀୟ ବ୍ୟାପାର ସଚିବ, ଅର୍ଥନୈତିକ ସହଯୋଗ ଏବଂ ବିକାଶ ମନ୍ତ୍ରଣାଳୟ

4

ଆର୍ଟିଫିସିଆଲ ଇଂଟେଲିଜେନ୍ସ ଉପରେ ଗବେଷଣା ଓ ବିକାଶ କ୍ଷେତ୍ରରେ ସହଯୋଗ ଲାଗି ମିଳିତ ଉଦ୍ଦେଶ୍ୟ ଘୋଷଣା

ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ଜର୍ମାନୀ ଶିକ୍ଷା ଓ ଗବେଷଣା ମନ୍ତ୍ରଣାଳୟ

ପ୍ରଫେସର ଆଶୁତୋଷ ଶର୍ମା, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ସଚିବ

ଆଞ୍ଜା କାର୍ଲିକଜେକ, ଶିକ୍ଷା ଓ ଗବେଷଣା ମନ୍ତ୍ରୀ

5

ସାମୁଦ୍ରିକ ଆବର୍ଜନା ନିରାକରଣ କ୍ଷେତ୍ରରେ ସହଯୋଗ ଲାଗି ମିଳିତ ଉଦ୍ଦେଶ୍ୟ ଘୋଷଣା

ଆବାସ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ଏବଂ ଜର୍ମାନୀ ପରିବେଶ, ପ୍ରକୃତି ସଂରକ୍ଷଣ ଏବଂ ଆଣବିକ ନିରାପତା ମନ୍ତ୍ରଣାଳୟ

ଶ୍ରୀ ଦୁର୍ଗା ଶଙ୍କର ମିଶ୍ର, ଆବାସ ଓ ସହରାଂଚଳ ବ୍ୟାପାର ସଚିବ

ଜୋଚେନ ଫ୍ଲାସ ବର୍ଥ, ସଂସଦୀୟ ରାଷ୍ଟ୍ର ସଚିବ, ପରିବେଶ, ପ୍ରକୃତି ସଂରକ୍ଷଣ ଓ ଆଣବିକ ନିରାପତା ମନ୍ତ୍ରଣାଳୟ

କ୍ରଂନଂ ଶିରୋନାମା ଦୁଇପକ୍ଷ ଭାରତ ପକ୍ଷର ବିନିମୟକାରୀ ଜର୍ମାନ ପକ୍ଷର ବିନିମୟକାରୀ

ଏହି ଅବସରରେ ସ୍ୱାକ୍ଷରିତ ବୁଝାମଣା ଓ ରାଜିନାମା

1.   ଇସ୍ରୋ ଏବଂ ଜର୍ମାନ ମହାକାଶ କେନ୍ଦ୍ର ମଧ୍ୟରେ କାର୍ମିକ ବିନିମୟ ଲାଗି ବ୍ୟବସ୍ଥାର କାର୍ଯ୍ୟାନ୍ୱୟନ ।

2.   ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ସହଯୋଗ ଲାଗି ମିଳିତ ଉଦ୍ଦେଶ୍ୟ ଘୋଷଣା ।

3.   ଅନ୍ତର୍ଜାତୀୟ ସ୍ମାର୍ଟ ସିଟି ନେଟୱର୍କ ମଧ୍ୟରେ ସହଯୋଗ ଲାଗି ମିଳିତ ଉଦ୍ଦେଶ୍ୟ ଘୋଷଣା  ।

4.   ଦକ୍ଷତା ବିକାଶ ଏବଂ ଧନ୍ଦାମୂଳକ ଶିକ୍ଷା ଓ ତାଲିମ କ୍ଷେତ୍ରରେ ସହଯୋଗ ଲାଗି ମିଳିତ ଉଦ୍ଦେଶ୍ୟ ଘୋଷଣା  ।

5.   ଷ୍ଟାର୍ଟଅପ୍ସ କ୍ଷେତ୍ରରେ ଅର୍ଥନୈତିକ ସହଯୋଗକୁ ସୁଦୃଢ଼ କରିବା ଲାଗି ମିଳିତ ଉଦ୍ଦେଶ୍ୟ ଘୋଷଣା ।

6.   କୃଷି ବଜାର ବିକାଶ ଦିଗରେ ଦ୍ୱିପାକ୍ଷିକ ସହଯୋଗ ପ୍ରକଳ୍ପ ପ୍ରତିଷ୍ଠା ଲାଗି ମିଳିତ ଉଦ୍ଦେଶ୍ୟ ଘୋଷଣା ।

7.   ପେସାଜନିତ ରୋଗ, ବୀମାଭୁକ୍ତ ଭିନ୍ନକ୍ଷମ କର୍ମଚାରୀ ଓ ଶ୍ରମିକଙ୍କୁ ଧନ୍ଦାମୂଳକ ତାଲିମ କ୍ଷେତ୍ରରେ ବୁଝାମଣା ।

8.   ଅନ୍ତର୍ଦେଶୀୟ, ଉପକୂଳ ଏବଂ ସାମୁଦ୍ରିକ ପ୍ରଯୁକ୍ତି ପାଇଁ ବୁଝାମଣା ।

9.   ବୈଜ୍ଞାନିକ ଏବଂ ପ୍ରଯୁକ୍ତି ଗବେଷଣା ସହଯୋଗର ପ୍ରୋତ୍ସାହନ, ପ୍ରତିଷ୍ଠା ଓ ସମ୍ପ୍ରସାରଣ ଲାଗି ବୁଝାମଣା ।

10. ଆୟୁର୍ବେଦ, ଯୋଗ ଏବଂ ଧ୍ୟାନ କ୍ଷେତ୍ରରେ ଶୈକ୍ଷିକ ସହଭାଗୀତା ପ୍ରତିଷ୍ଠା ଲାଗି ବୁଝାମଣା ।

11. ଉଚ୍ଚଶିକ୍ଷା କ୍ଷେତ୍ରରେ ସହଯୋଗ ଲାଗି ଭାରତ-ଜର୍ମାନୀ ଉଚ୍ଚଶିକ୍ଷା ସହଭାଗୀତାର ଅବଧି ବୃଦ୍ଧି ନିମନ୍ତେ ବୁଝାମଣାପତ୍ର (ଏମଓୟୁ)ରେ ପରିଶିଷ୍ଟ ସଂଯୋଗ ।

12. ଜାତୀୟ କୃଷି ସମ୍ପ୍ରସାରଣ ପରିଚାଳନା ସଂସ୍ଥାନ-ମ୍ୟାନେଜ ଏବଂ ଜର୍ମାନୀର ନେନବର୍ଗ ସହରରେ ଥିବା କୃଷି ଏକାଡେମୀ ଡେଲୁଆ ମଧ୍ୟରେ କୃଷି ବୈଷୟିକ ଏବଂ ପେସାଦାର ପ୍ରଶିକ୍ଷଣ କ୍ଷେତ୍ରରେ ସହଯୋଗ ଲାଗି ବୁଝାମଣା ।

13. ଦକ୍ଷତା ଓ ସ୍ଥାୟୀ ଅଭିବୃଦ୍ଧି କ୍ଷେତ୍ରରେ ଭାରତର ସିମେନ୍ସ ଲିମିଟେଡ ଓ ଏମଏସଡିଇ ଏବଂ ଜର୍ମାନୀର ଅର୍ଥନୈତିକ ବ୍ୟାପାର ଓ ଦକ୍ଷତା ମନ୍ତ୍ରଣାଳୟ ମଧ୍ୟରେ ମିଳିତ ଉଦ୍ଦେଶ୍ୟ ଘୋଷଣା ।

14. ଭାରତ-ଜର୍ମାନୀ ଉଚ୍ଚ ଶିକ୍ଷା ସହଭାଗିତା ବୁଝାମଣାପତ୍ର (ଏମଓୟୁ)ର କାର୍ଯ୍ୟକାଳ ସମ୍ପ୍ରସାରଣ ।

15. ଜାତୀୟ ସଂଗ୍ରହାଳୟ, ନ୍ୟାସନାଲ ଗ୍ୟାଲେରି ଅଫ ମଡର୍ଣ୍ଣ ଆର୍ଟ, କୋଲକାତାସ୍ଥିତ ଇଣ୍ଡିଆନ ମ୍ୟୁଜିୟମ, ପ୍ରୁସିଆନ କଲଚରାଲ ହେରିଟେଜ ଫାଉଣ୍ଡେସନ ଏବଂ ବର୍ଲିନର ସ୍କୋଲସରେ ଥିବା ସ୍ଟିଫଟୁଙ୍ଗ ହମ୍ବୋଲ୍ଡ ଫୋରମ ମଧ୍ୟରେ ସହଯୋଗ ଲାଗି ବୁଝାମଣା ।

16. ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ) ଏବଂ ଡଏଚର ଫୁସବଲ-ବୁନ୍ଦ ଇ.ଫାଓ (ଡିଏଫବି) ମଧ୍ୟରେ ବୁଝାମଣା ।

17. ଭାରତ-ଜର୍ମାନୀ ଦେଶାନ୍ତରଣ ଓ ସ୍ଥାନାନ୍ତର ସହଭାଗୀତା ରାଜିନାମାର ଗୁରୁତ୍ୱପୂର୍ଣ୍ଣ ଉପାଦାନ ଉପରେ ଉଦ୍ଦେଶ୍ୟ ଜ୍ଞାପନ ।

 

**********