ମୁମ୍ବାଇର ଡୋଙ୍ଗରୀଠାରେ କୋଠା ଭୁଶୁଡିବା ଦୁର୍ଘଟଣାରେ ଜୀବନ ହାନି ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।
“ମୁମ୍ବାଇର ଡୋଙ୍ଗରୀଠାରେ କୋଠା ଭୁଶୁଡିବା ଦୁର୍ଘଟଣା ମାନସିକ ଯନ୍ତ୍ରଣା ଦେଇଛି । ମୃତାହତ ପରିବାର ଲୋକଙ୍କ ପ୍ରତି ମୋର ସମବେଦନା । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ମହାରାଷ୍ଟ୍ର ସରକାର, ଏନଡିଆରଏଫ ଏବଂ ଆଞ୍ଚଳିକ ପ୍ରାଧିକାରୀମାନେ ଉଦ୍ଧାର ଏବଂ ସହାୟତା କାର୍ଯ୍ୟରେ ନିୟୋଜିତ ଅଛନ୍ତି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
*******
Collapse of a building in Mumbai’s Dongri is anguishing. My condolences to the families of those who lost their lives. I hope the injured recover soon. Maharashtra Government, NDRF and local authorities are working on rescue operations & assisting those in need: PM @narendramodi
— PMO India (@PMOIndia) July 16, 2019