ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଭସ୍ତ୍ରଲ ଠାରେ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମନ-ଧନ (PM-SYM) ଯୋଜନାର ଶୁଭାରମ୍ଭ କରିଛନ୍ତି । ସେ ମଧ୍ୟ ବଛା ବଛା ହିତାଧିକାରୀମାନଙ୍କୁ PM-SYM ପେନସନ କାର୍ଡ ବଣ୍ଟନ କରିଥିଲେ । ଭିଡିଓ କନଫରେନ୍ସି ମାଧ୍ୟମରେ ଦେଶବ୍ୟାପୀ ଥିବା 3 ଲକ୍ଷ ଜନସେବା କେନ୍ଦ୍ରରେ 2 କୋଟିରୁ ଊର୍ଦ୍ଧ୍ଵ ଶ୍ରମଜୀବୀ ଏହି ଶୁଭାରମ୍ଭ କାର୍ୟ୍ୟକ୍ରମକୁ ଦେଖିଥିଲେ ।
ଏହାକୁ ଏକ ଐତିହାସିକ ଦିନ ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀ PM-SYM ଯୋଜନାକୁ ଦେଶର 42 କୋଟି ଦୃଢ଼ ଅସଂଗଠିତ କ୍ଷେତ୍ରର ଶ୍ରମଜୀବୀମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ସେ କହିଥିଲେ ଯେ ଏହି ଯୋଜନାରେ ପଞ୍ଜିକୃତ ହୋଇଥିବା ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ସେମାନଙ୍କ ବୃଦ୍ଧାବସ୍ଥା ସମୟରେ 3 ହଜାର ଟଙ୍କାର ମାସିକ ସୁନିଶ୍ଚିତ ପେନସନ ପାଇପାରିବେ । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଏପରି ଏକ ଯୋଜନା ଅନୌପଚାରିକ କ୍ଷେତ୍ରରେ ନିୟୋଜିତ ଶ୍ରମିକମାନଙ୍କ ଲାଗି ଆରମ୍ଭ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।
PM-SYMର ଲାଭ ବିଷୟରେ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ହିତାଧିକାରୀ ଯେତିକି ଟଙ୍କାର ଯୋଗଦାନ ଦେବେ କେନ୍ଦ୍ର ସରକାର ମଧ୍ୟ ସମାନ ପରିମାଣର ଯୋଗଦାନ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ମାସିକ 15 ହଜାର ଟଙ୍କାରୁ କମ ଆୟ କରୁଥିବା ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ଯୋଜନାରେ ପଞ୍ଜିକୃତ ହେବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ ।
ପଞ୍ଜିକରଣ ପ୍ରକ୍ରିୟାରେ କୌଣସି ଅସୁବିଧା ହେବ ନାହିଁ ବୋଲି ଆଶ୍ୱସ୍ତି ପ୍ରଦାନ କରି ଉପସ୍ଥିତ ଜନସମାବେଶକୁ ଶ୍ରୀ ମୋଦୀ କହିଥିଲେ ଯେ କେବଳ ଆଧାର ସଂଖ୍ୟା ଏବଂ ବ୍ୟାଙ୍କ ବିବରଣୀ ସହିତ ଏକ ଫର୍ମ ପୂରଣ କରିବାକୁ ପଡ଼ିବ । ଜନସେବା କେନ୍ଦ୍ରରେ ହିତାଧିକାରୀଙ୍କ ପଞ୍ଜିକରଣ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ । “ଏହା ଡିଜିଟାଲ ଇଣ୍ଡିଆର ଚମତ୍କାର” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ନିଜ ଘରେ କିମ୍ବା ପଡ଼ୋଶୀରେ ହୁଅନ୍ତୁ ପଛେ, ଅସଂଗଠିତ କ୍ଷେତ୍ରରେ କାର୍ୟ୍ୟ କରୁଥିବା ଲୋକମାନଙ୍କୁ ପିଏମ-ଏସୱାଇଏମରେ ପଞ୍ଜିକରଣ କରିବାରେ ସହାୟତା କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ନିବେଦନ କରିଥିଲେ । ସ୍ୱଚ୍ଛଳ ବର୍ଗଙ୍କ ଏହି କାର୍ୟ୍ୟ ଗରିବମାନଙ୍କୁ ବ୍ୟାପକ ଭାବେ ଲାଭାନ୍ୱିତ କରିବ । ସେ ଉଲ୍ଲେଖ କରିଥିଲେ ଯେ ଶ୍ରମିକମାନଙ୍କୁ ସମ୍ମାନ କରିବା ଦ୍ୱାରା ଦେଶ ଆଗକୁ ବଢ଼ିପାରିବ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ଜ୍ୱଳା ଯୋଜନା, ସୌଭାଗ୍ୟ ଯୋଜନା ଏବଂ ସ୍ୱଚ୍ଛ ଭାରତ ଭଳି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଅଂସଗଠିତ କ୍ଷେତ୍ରରେ କାର୍ୟ୍ୟରତ ଲୋକମାନଙ୍କ ପାଇଁ ବିଶେଷ ଭାବେ ଉଦ୍ଦିଷ୍ଟ । ଦେଶରେ ମହିଳା ଏବଂ ଶିଶୁକନ୍ୟାଙ୍କ ସଶକ୍ତିକରଣ ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।
ପିଏମ-ଏସୱାଇଏମ ସହିତ ‘ଆୟୁଷ୍ମାନ ଭାରତ’ ଅଧୀନରେ ଦିଆଯାଉଥିବା ସ୍ୱାସ୍ଥ୍ୟ ବୀମା ଏବଂ ‘ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା’ ଏବଂ ‘ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା’ ଅନ୍ତର୍ଗତ ଦିଆଯାଉଥିବା ଜୀବନ ବୀମା ଏବଂ ଶାରିରୀକ ଅକ୍ଷମତା ବୀମା ଭଳି ଯୋଜନା ଅସଂଗଠିତ କ୍ଷେତ୍ରରେ କାର୍ୟ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ସେମାନଙ୍କ ବୃଦ୍ଧାବସ୍ଥାରେ ବିସ୍ତୃତ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବ ।
ଦୁର୍ନୀତି ବିରୋଧରେ ତାଙ୍କର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ଭ୍ରଷ୍ଟାଚାର ଓ ଦଲାଲି ଶେଷ କରିବା ଲାଗି ପ୍ରତିବଦ୍ଧ । ପ୍ରଧାନମନ୍ତ୍ରୀ ସବୁବେଳେ ସଜାଗ ରହିଥିବା ସେ ଉଲ୍ଲେଖ କରିଥିଲେ ।
आज प्रधानमंत्री श्रमयोगी मानधन योजना यानी PMSYM आप सभी के लिए,
— PMO India (@PMOIndia) March 5, 2019
देश के लगभग 42 करोड़ श्रमिकों, कामगारों की सेवा में समर्पित है: PM
देशभर के सभी कामगार साथी जो घरों में सेवक के रूप में काम कर रहे हैं,
— PMO India (@PMOIndia) March 5, 2019
कबाड़ से आजीविका कमाते हैं,
कपड़े धोने के काम करते हैं,
खेत मजदूरी कर रहे हैं,
सड़कों-घरों के निर्माण में जुटे हैं,
रेहड़ी-ठेले चलाते हैं,
बुनकर हैं, ऐसे कामों से जुड़े सभी कामगार साथियों को बहुत बधाई: PM
मैंने स्वयं अनुभव किया है कि आप सभी को किन परिस्थितियों से गुज़रना पड़ता है।
— PMO India (@PMOIndia) March 5, 2019
मुझे ऐहसास है कि देश के करोड़ों गरीबों के मन में ये सवाल रहता था कि जब तक हाथ-पैर चलते हैं,
तब तक तो काम भी मिल पाएगा, थोड़ा बहुत पैसा भी मिलेगा,
लेकिन जब शरीर कमजोर हो जाएगा तब क्या होगा ?: PM
यही पीड़ा मन-मस्तिष्क में थी,
— PMO India (@PMOIndia) March 5, 2019
जिसने प्रधानमंत्री श्रमयोगी मानधन योजना के लिए हमारी सरकार को प्रेरित किया।
आज़ादी के बाद के इतिहास की ये पहली योजना है जिसने समाज के उस वर्ग को छुआ है,
जिसके बारे में कभी सोचा ही नहीं गया,
जिनको अपने ही भाग्य पर छोड़ दिया गया था: PM
पहले जिस दल की सरकार थी, जिसने दशकों तक देश पर शासन किया,
— PMO India (@PMOIndia) March 5, 2019
वो जब गरीबी को एक मानसिक अवस्था समझे, तो आप समझ सकते हैं कि पहले आपकी चिंता क्यों नहीं की गई।
भारत में गरीबी मानसिक अवस्था नहीं है, बल्कि ऐसी सोच वालों की गलत मानसिकता और गलत नीतियों का परिणाम है: PM
योजना का हिस्सा बनने के लिए आपसे हर महीने 55 रुपए से लेकर 200 रुपए तक का मामूली अंशदान लिया जाएगा।
— PMO India (@PMOIndia) March 5, 2019
जितना आप अंशदान देंगे, उतनी ही रकम केंद्र की सरकार भी आपके पेंशन खाते में हर महीने डालेगी: PM
आज जो ये योजना हम लेकर आए हैं,
— PMO India (@PMOIndia) March 5, 2019
वो बीते 5 वर्षों के दौरान आप सभी के लिए बनी योजनाओं का विस्तार है।
गरीब को, श्रमिक को, सस्ती स्वास्थ्य सेवा हो या फिर बीमा का सुरक्षा कवच,
ये भी पहली बार हमारी सरकार ने ही सुनिश्चित किया है: PM
आयुष्मान भारत योजना के तहत देश के जिन लगभग 50 करोड़ बहन-भाइयों का मुफ्त इलाज सुनिश्चित हो रहा है,
— PMO India (@PMOIndia) March 5, 2019
उनमें से भी अधिकतर श्रमिक साथी हैं, कामगार साथी हैं: PM
इसी तरह घर के कमाने वाले सदस्य की दुर्घटना या फिर अचानक मृत्यु की स्थिति में परिवार को मदद मिले इसके लिए प्रधानमंत्री सुरक्षा बीमा और प्रधानमंत्री जीवन ज्योति बीमा योजनाएं चल रही हैं।
— PMO India (@PMOIndia) March 5, 2019
देशभर में करीब 21 करोड़ साथी इन दोनों योजनाओं से जुड़ चुके हैं: PM
मैं देश के तमाम परिवारों से भी आज आग्रह करुंगा कि आप भी अपने घर पर काम करने वाले साथियों को पीएम श्रमयोगी मानधन योजना से जोड़ने में मदद करें।
— PMO India (@PMOIndia) March 5, 2019
जो आपकी सेवा में लगे हैं,
उनके प्रति आपका ये योगदान राष्ट्र को और शक्ति देगा: PM
आपके इस चौकीदार की ईमानदारी,
— PMO India (@PMOIndia) March 5, 2019
बिचौलियों और दलालों के हमदर्दों को परेशान कर रही है।
इसलिए वो ज़ोर-ज़ोर से चिल्ला रहे हैं-
मोदी हटाओ!
लेकिन आपके आशीर्वाद से चौकीदार अड़ा है,
अपने इरादों पर खड़ा है: PM
वे कहते हैं आओ मिलकर मोदी को हटाएं
— PMO India (@PMOIndia) March 5, 2019
मैं कहता हूं, आओ मिलकर देश से गरीबी और बेईमानी को हटाएं।
वो मोदी को हटाने के लिए महामिलावट करने में जुटे हैं
और मैं किसानों, कामगारों के हितों को सुरक्षित करने में लगा हुआ हूं: PM
वो मोदी पर स्ट्राइक करने में लगे हैं
— PMO India (@PMOIndia) March 5, 2019
और मोदी आतंक पर स्ट्राइक करने में जुटा है: PM