ଆଚାର୍ଯ୍ୟ ଜେ.ବି କୃପାଳିନୀ ଓ ମୌଲାନା ଅବୁଲ କଲାମ ଆଜାଦଙ୍କ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
“ଆଚାର୍ଯ୍ୟ ଜେ.ବି କୃପାଳିନୀ ଓ ମୌଲାନା ଅବୁଲ କଲାମ ଆଜାଦଙ୍କୁ ସେମାନଙ୍କ ଜନ୍ମବାର୍ଷିକୀ ଅବସରରେ ସ୍ମରଣ କରୁଛି । ଦୁଇ ଜଣ ହେଉଛନ୍ତି ଅବିସ୍ମରଣୀୟ ବ୍ୟକ୍ତିତ୍ୱ । ସ୍ୱାଧୀନତା ସଂଗ୍ରାମ ସମୟରେ ସେମାନଙ୍କ ପ୍ରମୁଖ ଭୂମିକା ତଥା ଜନକଲ୍ୟାଣ, ସମାନତା, ଶିକ୍ଷା ଏବଂ ନ୍ୟାୟ ପ୍ରତି ସେମାନଙ୍କ ଗୁରୁତ୍ୱ ଅଭୂଲା ସ୍ମୃତି ବହନ କରେ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
**********
Remembering Acharya JB Kripalani and Maulana Abul Kalam Azad on their birth anniversaries.
— Narendra Modi (@narendramodi) November 11, 2018
Two exemplary personalities, their notable role during the freedom struggle and emphasis on public welfare, equality, education and justice will never be forgotten.