Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇଣ୍ଡିଆନ ପେଟ୍ରୋଲିୟମ ଏକ୍ସପ୍ଲୋସିଭ୍ସ ସେଫଟି ସର୍ଭିସ (ଆଇପିଇଏସଏସ) ନାମରେ ପେଟ୍ରୋଲିୟମ ଏଣ୍ଡ ସେଫଟି ଅର୍ଗାନାଇଜେସନ (ପିଇଏସଓ)ର ବୈଷୟିକ କ୍ୟାଡର ଅନ୍ତର୍ଗତ ଗ୍ରୁପ ‘ଏ’ ସେବା ଗଠନ ଏବଂ କ୍ୟାଡର ସମୀକ୍ଷାକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଇଣ୍ଡିଆନ ପେଟ୍ରୋଲିୟମ ଏକ୍ସପ୍ଲୋସିଭ୍ସ ସେଫଟି ସର୍ଭିସ (ଆଇପିଇଏସଏସ) ନାମରେ ପେଟ୍ରୋଲିୟମ ଏଣ୍ଡ ସେଫଟି ଅର୍ଗାନାଇଜେସନ (ପିଇଏସଓ)ର ବୈଷୟିକ କ୍ୟାଡର ଅନ୍ତର୍ଗତ ଗ୍ରୁପ ‘ଏ’ ସେବାର ଗଠନ ଏବଂ କ୍ୟାଡର ସମୀକ୍ଷା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।

ଏହି ପ୍ରୟାସ ଦ୍ୱାରା ସଂଗଠନର କ୍ଷମତା ଏବଂ ଦକ୍ଷତାରେ ସୁଧାର ଆସିବ । ଏଥିସହିତ ଏହାଦ୍ୱାରା ଗ୍ରୁପ ‘ଏ’ ଅଧିକାରୀମାନଙ୍କ କ୍ୟାରିଅରରେ ଭଲ ଉନ୍ନତି ହୋଇପାରିବ ।

***