– ରାଜ୍ୟଗୋଷ୍ଠୀ ଏବଂ ବିଶ୍ୱ ପରିବେଶ ଦିବସ 2018 ଆୟୋଜନରେ ଭାରତର ଭୂମିକା ଜରିଆରେ ପ୍ଲାଷ୍ଟିକ ପ୍ରଦୂଷଣର ନିରାକରଣ ଲାଗି ସମନ୍ୱିତ ବିଶ୍ୱସ୍ତରୀୟ ପଦକ୍ଷେପକୁ ପ୍ରୋତ୍ସାହନ ଦେବୁ ।
– ସାଇବର ନିରାପତ୍ତା କ୍ଷମତା ବୃଦ୍ଧି ଲାଗି ରାଜ୍ୟଗୋଷ୍ଠୀ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ବାସ୍ତବ ସହାୟତା ଯୋଗାଇ ଦିଆଯିବ;
– ବୈଷୟିକ ସହାୟତା ଏବଂ ରାଜ୍ୟଗୋଷ୍ଠୀ କ୍ଷୁଦ୍ର ରାଷ୍ଟ୍ରର କାର୍ଯ୍ୟାଳୟକୁ ପରିବର୍ଦ୍ଧିତ ସମର୍ଥନ ଜରିଆରେ ବିଶ୍ୱ ବାଣିଜ୍ୟ ସଂଗଠନ (WTO) ସୁବିଧା ଚୁକ୍ତିକୁ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟଗୋଷ୍ଠୀ ସଦସ୍ୟରାଷ୍ଟ୍ରଗୁଡ଼ିକୁ ସହାୟତା ଯୋଗାଇ ଦିଆଯିବ ।
ପ୍ରଯୁକ୍ତି ଭାଗିଦାରୀ
ବାଣିଜ୍ୟ, ନିବେଶ ଏବଂ ପୁଞ୍ଜି ବିନିଯୋଗ
ଉତ୍ତରଦାୟୀ ବିଶ୍ୱ ନେତୃତ୍ୱ
ପ୍ରତିରକ୍ଷା ଏବଂ ସାଇବର ନିରାପତ୍ତା
ଆତଙ୍କବାଦ ମୁକାବିଲା
ଶିକ୍ଷା ଏବଂ ଜନ-ଜନ ସମ୍ପର୍କ
ନିଷ୍କର୍ସ
***********