ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଶ୍ରାଦ୍ଧ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
“ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ତାଙ୍କ ପୂଣ୍ୟ ତିଥିରେ ସ୍ମରଣ କରୁଛି । ଗ୍ରାମାଂଚଳରେ ବାସ କରୁଥିବା ଗରିବ ଏବଂ ସମାଜର ଅବହେଳିତ ବ୍ୟକ୍ତିମାନଙ୍କ ପ୍ରତି ତାଙ୍କ ସଂକଳ୍ପବଦ୍ଧତା ଆମକୁ ଅନୁପ୍ରାଣିତ କରୁଛି,”ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
**********
Remembering Pandit Deendayal Upadhyaya Ji on his Punya Tithi. His commitment to serving the poor, marginalised and our villages continues to inspire us.
— Narendra Modi (@narendramodi) February 11, 2018