ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଦାର ରେଳଷ୍ଟେସନଠାରେ ଫଳକ ଉନ୍ମୋଚନ ସହିତ ବିଦାର-କାଲବୁର୍ଗୀ ନୂଆ ରେଳ ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମଧ୍ୟ ବିଦାର ଏବଂ କାଲବୁର୍ଗୀ ମଧ୍ୟରେ DEMU ରେଳ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
**********
Amid immense enthusiasm, PM @narendramodi dedicates the Bidar-Kalaburagi New Railway Line to the nation. pic.twitter.com/VywNyBZpTt
— PMO India (@PMOIndia) October 29, 2017