ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋରଖପୁର ପରିସ୍ଥିତି ଉପରେ ଅନବରତ ଦୃଷ୍ଟି ରଖିଛନ୍ତି I
“ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋରଖପୁର ପରିସ୍ଥିତି ଉପରେ ଅନବରତ ଦୃଷ୍ଟି ରଖିଛନ୍ତି I ସେ ଉଭୟ କେନ୍ଦ୍ର ତଥା ଉତ୍ତରପ୍ରଦେଶର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ନିୟମିତ ଯୋଗାଯୋଗ ରକ୍ଷା କରୁଛନ୍ତି I
ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଓ ସ୍ୱାସ୍ଥ୍ୟ ସଚିବ ଗୋରଖପୁରରେ ରହି ପରିସ୍ଥିତିର ସରଜମିନ ଅନୁଧ୍ୟାନ କରିବେ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
PM is constantly monitoring the situation in Gorakhpur. He is in constant touch with authorities from the Central & UP Governments.
— PMO India (@PMOIndia) August 12, 2017