ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଂସ୍କୃତ ଦିବସ ଅବସରରେ ଦେଶବାସୀଙ୍କୁ ସଂସ୍କୃତ ଭାଷାରେ ଶୁଭକାମନା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ସଂସ୍କୃତ ଭାଷାର ବାର୍ତ୍ତା ନିମ୍ନରେ ପ୍ରଦତ୍ତ ହେଲା –
“ଭାରତସ୍ୟ ସମୃଦ୍ଧଃ ଇତିହାସଃ ସଂସ୍କୃତିଃ ପରମ୍ପରା ଚ ସଂସ୍କୃତେ ଅସ୍ତି । ସଂସ୍କୃତସ୍ୟ ଜ୍ଞାନମ୍ ଅସ୍ମାନ ତେନ ସମୃଦ୍ଧ-ବୈଭବୋପେତ-ଅତୀତେନ ସହ ୟୋଜୟତି ।”
“ସଂସ୍କୃତପ୍ରେମୀଭ୍ୟଃ ତଥା ଚ ଅସ୍ୟାଃ ସୁନ୍ଦର୍ୟାଃ ଭାଷାୟାଃ ପଠିତୃଭ୍ୟଃ ସର୍ବେଭ୍ୟଃ ସଂସ୍କୃତ ଦିବସ-ସନ୍ଦର୍ଭେ ମମ ହାର୍ଦ୍ଦିକ-ଶୁଭକାମନାଃ ।”
“भारतस्य समृद्धः इतिहासः संस्कृतिः परम्परा च संस्कृते अस्ति। संस्कृतस्य ज्ञानम् अस्मान् तेन समृद्ध-वैभवोपेत-अतीतेन सह योजयति।“
“संस्कृतप्रेमिभ्यः तथा च अस्याः सुन्दर्याः भाषायाः पठितृभ्यः सर्वेभ्यः संस्कृतदिवस-सन्दर्भे मम हार्दिक-शुभकामनाः।”
ଏଥିରୁ ଜଣାପଡୁଛି ଯେ, ଭାରତର ସମୃଦ୍ଧ ଇତିହାସ, ସଂସ୍କୃତି ଓ ପରମ୍ପରା ସଂସ୍କୃତରେ ନିହିତ ଅଛି । ସଂସ୍କୃତ ଜ୍ଞାନ ଆମକୁ ଆମର ସମୃଦ୍ଧ ସାହିତ୍ୟ, ଐତିହ ଏବଂ ଗୌରବୋଜ୍ଜ୍ଵଳ ଅତୀତ ସହ ଯୋଡିଥାଏ । ସଂସ୍କୃତ ଦିବସ ଅବସରରେ ମୁଁ ଏହି ସୁନ୍ଦର ଓ ମହାନ ଭାଷାର ବିଦ୍ଵାନ ତଥା ଛାତ୍ରମାନଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଉଛି ।
संस्कृतप्रेमिभ्यः तथा च अस्याः सुन्दर्याः भाषायाः पठितृभ्यः सर्वेभ्यः संस्कृतदिवस-सन्दर्भे मम हार्दिक-शुभकामनाः
— Narendra Modi (@narendramodi) August 7, 2017
भारतस्य समृद्धः इतिहासः संस्कृतिः परम्परा च संस्कृते अस्ति। संस्कृतस्य ज्ञानम् अस्मान् तेन समृद्ध-वैभवोपेत-अतीतेन सह योजयति
— Narendra Modi (@narendramodi) August 7, 2017